Category: ରାଜ୍ୟ ଖବର

ଶଙ୍କରାଚାର୍ଯ୍ୟ ଭାରତର ସାଂସ୍କୃତିକ ଚେତନାର ପ୍ରତୀକ: ଚକ୍ରଧର ତ୍ରିପାଠୀ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩ ଏପ୍ରିଲ ୨୭ ତାରିଖରେ କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ପରିସରରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨୩୫ତମ ଜୟନ୍ତୀ ବିଶ୍ୱବିଦ୍ୟାଳୟର ଭାଷା ବିଦ୍ୟାଳୟ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର…

ନକଲି ଏଲଆଇସି ପଲିସି ଦେଖାଇ ୪ କୋଟିର ଠକେଇ; ୩ ଗିରଫ

କଟକ : ନକଲି ଏଲଆଇସି ପଲିସି ଯୋଗେ କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କରୁ ୩.୮୨ କୋଟି ଟଙ୍କାର ଋଣ ଉଠାଯିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, କଟକ…

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଅନୁଗୁଳ : ରାଉରକେଲାର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଏରସମାର ବିଡିଓ ଥିବା କୈଳାସ ଚନ୍ଦ୍ର ବେହେରାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି। ଏହା ସହିତ ତାଙ୍କୁ ୫ ହଜାର…

ଓଡ଼ିଶାରେ ନକଲି ଔଷଧ କାରବାର; ଉତ୍ତରପ୍ରଦେଶରୁ ୫ ଗିରଫ

ବରଗଡ଼ : ଉତ୍ତରପ୍ରଦେଶରୁ ଆଣି ଓଡ଼ିଶାରେ ନକଲି ଔଷଧ କାରବାର କରୁଥିଲେ। ଏହି ମାମଲାରେ ବରଗଡ଼ ସଦର ଥାନା ପୁଲିସ୍‌ ଉତ୍ତରପ୍ରଦେଶରୁ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ, କମ୍ପ୍ୟୁଟର ଓ ଅନ୍ୟାନ୍ୟ…

ଅସହାୟ ଶକ୍ତି ମନ୍ତ୍ରୀ ! କହିଲେ- କାଲି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଆସୁଛନ୍ତି, ତାଙ୍କୁ ଦରଖାସ୍ତ ଦେବ

କେନ୍ଦ୍ରାପଡ଼ା : “କାଲି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ କେରେଡ଼ାଗଡ଼କୁ ଆସୁଛନ୍ତି। ମୁଁ ଅଭୟଙ୍କୁ କହିଛି, ଗାଁ ଲୋକଙ୍କ ସହିତ ଯାଇ ତାଙ୍କୁ ଦରଖାସ୍ତ ଦେଇଦେବ…।” ୧୫ ବର୍ଷ ପୁଅର ଜୀବନ ଗଲା ପରେ ଗାଁ ଲୋକେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଘେରିଯିବାରୁ…

ବିଜେଡିକୁ ନିର୍ବାଚନ ଜିତାଇବା ପାଇଁ ‘ଫାଇଭ-ଟି’ : ବିଜୟ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ର କାମ କେବଳ ବିଜେଡିକୁ ନିର୍ବାଚନ ଜିତାଇବା ବୋଲି ଅବସରପ୍ରାପ୍ତ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିବା ସହ କଡ଼ା ଭାଷାରେ କଟାକ୍ଷ କରିଛନ୍ତି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି…

‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନେଟ୍‌ୱର୍କରେ ଖୁବ ଶୀଘ୍ର ଯୋଡ଼ି ହେବ ଓଡ଼ିଶା! ଏପ୍ରିଲ ୨୮ରେ ପରୀକ୍ଷାମୂଳକ ଯାତ୍ରା

ଭୁବନେଶ୍ବର: ଭାରତୀୟ ରେଳବାଇର ସେମି ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ନେଟ୍‌ୱର୍କରେ ଖୁବ ଶୀଘ୍ର ଓଡ଼ିଶା ଯୋଡ଼ି ହେବାକୁ ଯାଉଛି। ଏହି ଟ୍ରେନ୍‌ ଆଗାମୀ କିଛି ମାସ ମଧ୍ୟରେ ପୁରୀରୁ ହାୱଡା ମଧ୍ୟରେ ଚାଲିବ। ଶୁକ୍ରବାର (ଏପ୍ରିଲ ୨୮)ରେ ବନ୍ଦେ…

କଟକରେ ଘରୋଇ ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌, ଲାଗିଲା ୩୦ ହଜାର ଜରିମାନା

କଟକ: ନିୟମ ଉଲ୍ଲଂଘନକାରୀ ସଂସ୍ଥା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି। ହୋଟେଲ ପରେ ଏବେ ନର୍ସିଂହୋମର ପାଳି ପଡ଼ିଛି। ଗତକାଲି କଟକ ମଧୁପାଟଣା ଠାରେ ଥିବା ପିପୁଲ୍ ପଦ୍ମଜା ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ…

ନକ୍ସଲ ଶିବିରରୁ ଆପତ୍ତିଜନକ ଜିନିଷ ମିଳିଛି, ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସନ୍ଦେହ ହେଉଛି: ନବରଂଗପୁର ଏସ୍‌ପି

ନବରଂଗପୁର: ନକ୍ସଲମାନେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ସନ୍ଦେହ ହେଉଛି। ନୂଆପଡା ମେନପୁର ଡିଭିଜନରେ ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିବା ପରେ ଏଭଳି ସନ୍ଦେହ କରାଯାଉଛି। ବୁଧବାର ଦିନ ନକ୍ସଲ ଶିବିର ଧ୍ୱଂସ କରାଯିବା ପରେ ନବରଙ୍ଗପୁର ଏସପି…

ଏପ୍ରିଲ ୨୮ରେ ଓଡ଼ିଶାର ୭ଟି ସହ ଦେଶର ୯୧ ସ୍ଥାନରେ ଏଫ୍‍ଏମ୍‍ ଟ୍ରାନ୍ସମିଟରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶାର ୭ଟି ସ୍ଥାନ ସହ ଦେଶର ୯୧ଟି ସ୍ଥାନରେ ନୂତନ ଆକାଶବାଣୀ ଏଫ୍‍ଏମ୍‍ ଟ୍ରାନ୍ସମିଟରର ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିବେ। ଏହି ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ…