ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ
ନୂଆଦିଲ୍ଲୀ : CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମଞ୍ଜୁର କଲେ ଦିଲ୍ଲୀ SEM କୋର୍ଟ । CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଜାମିନ୍ ମିଳିଛି। ଦିଲ୍ଲୀର ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି।…
ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ, ୯ ଆହତ
ବାଂଲାଦେଶ : ବାଂଲାଦେଶର କକ୍ସ ବଜାର ଜିଲ୍ଲାରେ ଏକ ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ…
କୁପୱାରାରେ ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ
ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର କେରାନ ସେକ୍ଟରର…
ନୁଡୁଲ୍ସ ଖାଇ ଚାଲିଗଲା ବାପା ମାଆଙ୍କ ସମେତ ତିନି ଶିଶୁଙ୍କ ଜୀବନ
ନୋଏଡା: ଉଜୁଡ଼ିଗଲା ଗୋଟିଏ ପରିବାରର ହସଖୁସିର ସଂସାର । ମ୍ୟାଗି ନୁଡୁଲ୍ସ ଖାଇ ଚିରଦିନ ପାଇଁ ଶୋଇଗଲେ । ତିନି ନିଷ୍ପାପ ଶିଶୁ ସହ ଚାଲିଗଲା ବାପା ମାଆଙ୍କ ଜୀବନ । ଦିଲ୍ଲୀ ଗ୍ରେଟର ନୋଏଡାର ରାବୁପୁରା ଥାନା ଅନ୍ତର୍ଗତ ନଗଲା…
ସାୟଖା ଜିଆଇଡିସିରେ ବଏଲର ବିସ୍ଫୋରଣ, ୫ ମୃତ
ଗୁଜୁରାଟ: ଗୁଜୁରାଟର ଭରୁଚ ଜିଲ୍ଲାର ସାୟଖା ଜିଆଇଡିସିରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଚିକିତ୍ସା ସମୟରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଏଥିରେ ୩…
ଡିଭାଇଡର ଭାଙ୍ଗି ୨୦ ଫୁଟ ତଳେ ଡ୍ରେନ୍କୁ ଖସିଲା ଗାଡ଼ି: ୮ ମୃତ, ୧୫ରୁ ଅଧିକ ଆହତ
ରାଜସ୍ଥାନ: ଆଜି ସକାଳେ ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିଛି ।…
ଆମେରିକାରେ ଡିଜେଲ ସଙ୍କଟ, ଭାରତ ଉପରେ ଟ୍ରମ୍ପଙ୍କ ନଜର
ନୂଆଦିଲ୍ଲୀ: ଡିଜେଲ ସଙ୍କଟରେ ଆମେରିକା । ଭାରତ ଉପରେ ଟ୍ରମ୍ପଙ୍କ ନଜର । ମୁକେଶ ଅମ୍ବାନୀଙ୍କ ଜାମନଗର ରିଫାଇନାରୀ ଯିବେ ରୁବିଓ । ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡିଜେଲ ଦର ବୃଦ୍ଧି ଟ୍ରମ୍ପ ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ…
ହିମାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂକମ୍ପ
ହିମାଚଳ: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପରେ ଥରି ଉଠିଲା ଧରିତ୍ରୀ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଛି । ସକାଳ ୪ଟା ୩୭ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା…
ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଛାତିରେ ସଂକ୍ରମଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଛାତିରେ ସଂକ୍ରମଣ ଯୋଗୁଁ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଆଡମିଟ୍ କରାଯାଇଛି ।…
ଛାତ୍ର ସଂସଦ ନିର୍ବାଚନରେ ABVPର ପ୍ରଦର୍ଶନକୁ ପ୍ରଶଂସା କଲେ ଅମିତ ଶାହ
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଜୟ ସୂଚାଉଛି ଯେ ଯୁବବର୍ଗ ‘ଅରାଜକତାର ରାଜନୀତି’କୁ ପ୍ରତ୍ୟାଖ୍ୟାନ କରିଛନ୍ତି…