Month: April 2023

ଟିଉସନ ପାଇଁ ନଥିଲା ଟଙ୍କା, ନିଜ ଚେଷ୍ଟାରେ ଆଜି ଜେଇଇ ଟପ୍ପର ହେଲେ ବୁଣାକାରଙ୍କ ପୁଅ

ପାଟନା: ବୁଣାକାରଙ୍କ ପୁଅ ହେଲେ ଜେଇଇ ଟପ୍ପର। ବିହାରର ମାନପୁର ବ୍ଲକର ପାଟୱା ଟୋଲିରେ ରହୁଥିବା ଗୁଲଶନ କୁମାର ଏହି କମାଲ କରି ଦେଖାଇଛନ୍ତି। ଜେଇଇ ମେନ୍ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଗୁଲଶନ। ବିହାରର…

ଗାଡ଼ି ସ୍କ୍ରାପିଂ ପାଇଁ ଜାରି ହେଲା ଏସ୍‌ଓପି

ଭୁବନେଶ୍ବର : ରାଜ୍ୟରେ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି କିପରି ସ୍କ୍ରାପିଂ ହେବ ସେନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଯେଉଁ ଗାଡ଼ି ସ୍କ୍ରାପିଂ ପାଇଁ ଆସିବ ସେଗୁଡ଼ିକର ପୂର୍ବରୁ ବକେୟା ଥିବା ସମସ୍ତ…

ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ଅର୍ଚ୍ଚନା ନାୟକ ପାଇବେ ସାରଳା ସମ୍ମାନ

କଟକ : ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ଯଥାକ୍ରମେ ୨୦୨୨ ଓ ୨୦୨୩ ମସିହା ପାଇଁ ମର୍ଯ୍ୟାଦାଜନକ `ସାରଳା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ…

ଡାକ୍ତରୀ ଶିକ୍ଷକଙ୍କୁ ଧାର୍ଯ୍ୟ ସମୟରେ ମିଳିବ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟର ମେଡିକାଲ କଲେଜ ଓ ଡେଣ୍ଟା‌ଲ କଲେଜରେ ଥିବା ଡାକ୍ତରୀ ଶିକ୍ଷକଙ୍କୁ ଏଣିକି ଧାର୍ଯ୍ୟ ସମୟରେ ବୃତ୍ତିଗତ ପଦୋନ୍ନତି ମିଳିବ। ଜାତୀୟ ମେଡିକାଲ କମିସନର ଟିଚର୍ସ ଏଲିଜିବିଲିଟି କ୍ବାଲି‌ଫିକେସନ୍ ରେଗୁଲେସନ୍ ଓ ଡେଣ୍ଟାଲ କାଉନସିଲ ଅଫ ଇଣ୍ଡିଆ ଅନୁଯାୟୀ…

ମୋ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମୋ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ…

ରାଜଧାନୀରୁ କୁଖ୍ୟାତ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଥିବା ପାର୍କକୁ ଭ୍ରମଣ କରିବା ପାଇଁ ଯାଉଥିଲେ ସାବଧାନ! ଛକି ବସିଛି ବାଇକ ଲୁଟେରା। ଆଖି ପିଛୁଳାକେ ଲୁଟ ହୋଇଯାଇପାରେ ବାଇକ। ସୁରକ୍ଷା ବ୍ୟବସ୍ଥା ନ ଥିବା ସାଧାରଣ ପାର୍କିଂରେ ଗାଡ଼ି ରଖୁଥିଲେ ମଧ୍ୟ ସାବଧାନ।…

ଏୟାରପୋର୍ଟରୁ ମେଟ୍ରୋ ଟ୍ରେନ ଚାଲିବା ପ୍ରସଙ୍ଗ: ସିଏମ୍‌ପି ରିପୋର୍ଟ ମାଗିଲା ଡିଏମ୍‌ଆରସି

ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଓଡିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ- ଓଆରଆଇଇଡିଏଲ୍‌କୁ ଏକ ରିପୋର୍ଟ ମାଗିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ- ଡିଏମ୍‌ଆରସି। ଏହା ଆଗରୁ ଏହି ମେଟ୍ରୋ ରେଳ ପ୍ରକଳ୍ପର…

ଓଡ଼ିଶା‌ରେ ବି ହେବ ନାର୍କୋ ପରୀକ୍ଷା

ଭୁବନେଶ୍ବର: ଅପରାଧୀଙ୍କ ନାର୍କୋ ପରୀକ୍ଷା ପାଇଁ ପୁଲିସ୍‌କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ଖୁବ୍‌ଶୀଘ୍ର ଏହି ପରୀକ୍ଷା ହୋଇପାରିବ। ଏଥିପାଇଁ ଏସଏଫ୍‌ଏସ୍‌ଏଲ୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଏହି ସୁବିଧା ନଥିବାରୁ ପୁଲିସକୁ ଗୁଜୁରାଟ…

ବିଶ୍ବ ପ୍ରାଣୀ ଦିବସ: କ୍ଷୀର ୩ ଗୁଣ ଏବଂ ମାଂସ ଉତ୍ପାଦନ ୬ ଗୁଣ ବଢ଼ିଛି

ଭୁବନେଶ୍ବର : ଦୁଇ ଦଶନ୍ଧିରେ ରାଜ୍ୟରେ କ୍ଷୀର, ଅଣ୍ଡା ଉତ୍ପାଦନ ୩ ଗୁଣ ଲେଖାଏ ଏବଂ ମାଂସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି। କ୍ଷୀର ଉତ୍ପାଦନ ୨୦୦୦ ମସିହାର ୮.୭୫ ଲକ୍ଷ ମେଟ୍ରିକ ଟନରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟ୍ରିକ…

କଏଦୀଙ୍କ ଗତିବିଧିକୁ ପଢ଼ିବେ ମନସ୍ତତ୍ତ୍ବ ବିଶେଷଜ୍ଞ: ଦୂରହେବ ମାନସିକ ଚାପ, ବଦଳିବ ସ୍ବଭାବ

ଭୁବନେଶ୍ବର : ଜେଲ ଭିତରେ କେଉଁ ଅପରାଧୀ ଅନ୍ୟ ଅପରାଧୀକୁ ଆକ୍ରମଣ କଲାଣି ତ କିଏ ମାନସିକ ଚାପରେ ରହି ଆତ୍ମହତ୍ୟା କଲାଣି। ନିଜକୁ ନିଜେ ଆକ୍ରମଣ କରି କ୍ଷତି ପହଞ୍ଚାଇଲାଣି। ଏପରିକି ଅନେକ ଅପରାଧୀ ମାନସିକ ଚାପ ମଧ୍ୟରେ ଜେଲରୁ…