Category: ଦେଶ-ବିଦେଶ

୧୮ରେ ବେଜିଂରେ APEC ସମ୍ମିଳନୀ: ପ୍ରଥମ ଥର ଏକାଠି ହେବେ ୩ ‘ମହାଶକ୍ତି’ ଟ୍ରମ୍ପ-ପୁଟିନ-ଜିନପିଙ୍ଗ

ୱାଶିଂଟନ : ପ୍ରଥମ ଥର ପାଇଁ ବିଶ୍ୱର ତିନି ମହାଶକ୍ତି ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ହେବେ ଏକାଠି। ନଭେମ୍ବର ୧୮-୧୯ ରେ ଚୀନର ବେଜିଂରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ…

ମହାଦେବ ବେଟିଂ ଆପ୍ ମାମଲା: ୬ ରାଜ୍ୟର ୩୩ ସ୍ଥାନରେ ରେ CBI ରେଡ୍

ନୂଆଦିଲ୍ଲୀ: ମହାଦେବ ଅନଲାଇନ୍ ବେଟିଂ ଆପ ମାମଲାରେ CBI ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୬ଟି ରାଜ୍ୟରେ ୩୩ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ସମୟରେ, ଅନେକ ସ୍ଥାନରେ ଲାଇଭ୍ ଅନଲାଇନ୍ ବେଟିଂ ପ୍ୟାନେଲ୍ ଚାଲୁଥିବା ଜଣାପଡ଼ିଥିଲା, ଯାହାକୁ…

ଶୀତଋତୁ ପାଇଁ ବନ୍ଦ ହେବ ବଦ୍ରୀନାଥ ମନ୍ଦିର, ଜ୍ୟୋତିର୍ମଠରେ ଶ୍ରଦ୍ଧାଳୁ କରିବେ ଦର୍ଶନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରଧାମ ମଧ୍ୟରେ ଅନ୍ୟତମ ବଦ୍ରୀନାଥ ଧାମର କବାଟ ଏବେ ଶୀତଋତୁ ପାଇଁ ବନ୍ଦ ହେବାକୁ ଯାଉଛି । ଏହା ସହିତ ୨୦୨୬ ମସିହାର ଚାରଧାମ ଯାତ୍ରାର ମଧ୍ୟ ଶେଷ ହେବ । ମନ୍ଦିରର କପାଟ ବନ୍ଦ କରିବା…

ଆଇଆଇଟି ରୁର୍କିରେ ଛାତ୍ରଙ୍କ ଆତ୍ମହତ୍ୟା, ଘୁଞ୍ଚିଲା ପରୀକ୍ଷା

ଉତ୍ତରାଖଣ୍ଡ: ଆଇଆଇଟି ରୁର୍କିରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଶୁକ୍ରବାର ୨୦ ବର୍ଷୀୟ ଛାତ୍ର ନିଜ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ୍ ଜବତ କରିଛି । ମୃତ ଛାତ୍ର ଜଣଙ୍କ…

ମାଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଛାତରୁ ଡେଇଁ ଆତ୍ମହତ୍ୟା କଲା ନବମ ଶ୍ରେଣୀ ଛାତ୍ର

ଆସାମ: ସୈତାନ ପାଲଟିଗଲା ଶୈଶବ ! ନବମ ଶ୍ରେଣୀ ଛାତ୍ରଙ୍କ ନୃଶଂସତା ! ଧାରୁଆ ଅସ୍ତ୍ରରେ ନିଜ ଜନ୍ମକଲା ମାକୁ ଆକ୍ରମଣ କଲା ୧୪ ବର୍ଷୀୟ ନାବାଳକ । ତାପରେ ଘର ଛାତରୁ ଡେଇଁପଡିଲା । ଏପରି ଦୁଃଖଦ ଘଟଣା ଘଟିଛି…

ମଞ୍ଚରେ ଅସୁସ୍ଥ ହେଲେ ବୃଦ୍ଧା, ଆଗକୁ ଆସି ସହାୟତା କଲେ ପିଏମ୍ ମୋଦୀ

ମୈସୁରୁ: ନିଜର ମାନବିକତା ଏବଂ ଦରଦୀ ହୃଦୟ ପାଇଁ ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକର ମୈସୁରୁରେ ଏକ କାର୍ଯ୍ୟକ୍ରମ ସମୟରେ ଜଣେ ବୃଦ୍ଧା ମହିଳାଙ୍କୁ ହଠାତ୍ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଅନୁଭବ ହୋଇଥିଲା। ଏହା ଦେଖି ପ୍ରଧାନମନ୍ତ୍ରୀ…

ଚେଭେଲ୍ଲାରେ ସେନାଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଯବାନ ଆହତ

ତେଲେଙ୍ଗାନା: ତେଲେଙ୍ଗାନାର ଚେଭେଲ୍ଲାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରଙ୍ଗାରେଡ୍ଡୀ ଜିଲ୍ଲାର ଚେଭେଲ୍ଲାରେ ଭାରତୀୟ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୭ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା…

ନୌସେନାକୁ ମିଳିବ ୩,୩୦୦ରୁ ଅଧିକ ଅଗ୍ନିବୀର, ଆସନ୍ତାକାଲି ଆଇଏନଏସ୍ ଚିଲକାରେ ପାସିଂ ଆଉଟ୍ ପରେଡ୍

ନୂଆଦିଲ୍ଲୀ: ଆଇଏନଏସ୍ ଚିଲିକା (INS Chilka) ଠାରେ ଆସନ୍ତା ନଭେମ୍ବର ୧୩ ତାରିଖରେ ଭାରତୀୟ ନୌସେନାର ୩,୩୦୦ରୁ ଅଧିକ ନୂଆ ଅଗ୍ନିବୀର ଏବଂ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ନାବିକମାନଙ୍କର ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହେବ। ଏଥିସହିତ…

ହ୍ବାଟସ୍‌ଆପ୍‌ରେ ମିଳିବ ବିଲ୍‌ ପଇଠ ସୁବିଧା !

ନୂଆଦିଲ୍ଲୀ: ଏଣିକି ହ୍ବାଟସ୍‌ଆପ୍‌ରେ କେବଳ ମେସେଜ୍‌ ଓ କଲ୍‌ ନୁହେଁ, ବିଭିନ୍ନ ଆର୍ଥିକ ଓ ଦୈନନ୍ଦିନ ସେବା ମଧ୍ୟ ମିଳିପାରିବ। ବିଦ୍ୟୁତ୍‌ ବିଲ୍‌ ପଇଠ, ଋଣ ସମ୍ପର୍କିତ ସେବା, ବିଦେଶ ଯାତ୍ରା ସମୟରେ ମୋବାଇଲ୍‌ ସଂଯୋଗ ଭଳି ସୁବିଧାକୁ ଗୋଟିଏ ପ୍ଲାଟଫର୍ମରେ…

ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ

କୋଲକାତା: ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଅପହରଣ ଧମକ। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ହଇଚଇ। ବିମାନର ଟଏଲଟରେ ଅପହରଣ ଧମକ ସମ୍ପର୍କିତ ଏକ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ବିମାନଟି…