Category: ରାଜ୍ୟ ଖବର

ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ । ଆସନ୍ତାକାଲିଠୁ ମୋହନ ଭାଗବତଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସମ୍ବଲପୁରରେ ସ୍ୱୟଂସେବକଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ଣ ୪ଟାରେ ସେ ସମ୍ବଲପୁରରେ ପହଞ୍ଚିବେ। ଏହି…

ରାଜ୍ୟର ପ୍ରଥମ ଫାୟାର ସେଫ୍ଟି ଏକ୍ସପୋ ୨୦୨୬ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ‘ଓଡ଼ିଶା ଫାୟାର ଆଣ୍ଡ ସେଫ୍ଟି ଆସୋସିଏସନ୍’ (OFSA) ର ମିଳିତ ସହଯୋଗରେ ବରମୁଣ୍ଡା ସ୍ଥିତ ଓଡ଼ିଶା ବିପତ୍ତି ନିସ୍ତାର ପ୍ରତିଷ୍ଠାନ (OFDRA) ପରିସରରେ ରାଜ୍ୟର ପ୍ରଥମ ‘ଫାୟାର ସେଫ୍ଟି ଏକ୍ସପୋ ୨୦୨୬’…

ବିଡିଓଙ୍କ ମନୋମୁଖୀ କାମକୁ ନେଇ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇଲା ବିଜେଡି, ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି

ପଟ୍ଟାମୁଣ୍ଡାଇ: ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ମୁଖ୍ୟ ଫାଟକରେ ତାଲା ପକାଇ ଆମରଣ ଅନଶନରେ ବସିଥଲା ବିଜେଡି । ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ହସ୍ତକ୍ଷେପ…

ନୟାଗଡ଼ର ଚାରି ଓ ଭଦ୍ରକର ଦୁଇଟି କଲେଜରେ ନିର୍ବାଚନ ବାତିଲ; ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା

ନୟାଗଡ଼ : ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ,…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା

କେନ୍ଦୁଝର : ବଡବିଲ ଥାନା ଭୁସୁଗାଁରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଭୁସୁଗାଁରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ…

ପାଣି ଟାଙ୍କି ସଫା ବେଳେ କରେଣ୍ଟ ଲାଗି ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ପାଣି ଟାଙ୍କି ସଫା ବେଳେ ଅଘଟଣ । ଭୁବନେଶ୍ବର ହାଇଟେକ୍ ଆପାର୍ଟମେଣ୍ଟରେ ଅଘଟଣ । ବିଦ୍ୟୁତ୍ କରେଣ୍ଟ ଲାଗି ଜଣଙ୍କର ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଘଟିଛି ଘଟଣା । ମୃତକ ହେଲେ ଆଶିଷ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଦଶହରା ବେଳକୁ ପ୍ରବଳ ବର୍ଷିବ !

ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । ୧୩ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଥାଇଲ୍ୟାଣ୍ଡ ଉପସାଗର ଅଞ୍ଚଳରୁ ଉଠିଥିବା ଏକ ସକ୍ରିୟ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ନବୀନଙ୍କ ଅପିଲ୍

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉତ୍ତର ନିର୍ବାଚନ ମଣ୍ଡଳୀ ଆରଟିଓ ପଡିଆରେ ଆୟୋଜିତ ହୋଇଥିବା…

ପୋଖରୀରେ ବୁଡ଼ି ୨ ମୃତ

ବ୍ରହ୍ମପୁର: ପୋଖରୀରେ ବୁଡ଼ି ଚାଲିଗଲା ୨ ଜୀବନ । ଜଣେ ନାବାଳକ, ଜଣେ ବୃଦ୍ଧା ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଦାନଆମ୍ବଠା ପୋଖରୀରେ ବୁଡି ୨ଜଣଙ୍କ ମୃତ୍ୟୁ । ନାବାଳକ ହେଲେ ଖଲିଙ୍ଗି ଗାଁର ପିଣ୍ଟୁ…

ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବିସ୍ପୋରଣ, ୪ ଯବାନ ଗୁରୁତର

ମାଲକାନଗିରି: ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ । ଚାରି ଯବାନ ଗୁରୁତର । ଏମାନଙ୍କ ମଧ୍ୟରେ CRPFର ଦୁଇ ଜଣ ଯବାନ ସମେତ ଜିଲ୍ଲା ପୋଲିସର ବୋମା ନିଷ୍କ୍ରିୟ ଟିମର ଦୁଇ ଜବାନ ଗୁରୁତର ଆହତ…