Category: ରାଜ୍ୟ ଖବର

ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି ବୃଦ୍ଧି: ଅଡିଟ ପାଇଁ ସିଡିଏମଓଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟର ଘରୋଇ ଡାକ୍ତରଖାନାଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି ଘଟିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରୁଛି। ଏହାର ଅଡ଼ିଟ ପାଇଁ ପରିବାର କଲ୍ୟାଣ ବିଭାଗ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଛି। କ୍ରାଇଟେରିଆକୁ ମାନି ଘରୋଇ ଡାକ୍ତରଖାନାଗୁଡିକ ସିଜରିଆନ…

ଆର୍‌ଆଇ ଅଫିସ ଅସ୍ଥାୟୀ ପିଅନଙ୍କୁ ହତ୍ୟା ମାମଲା: ମା’ ସହ ତିନିପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଆଟିଗାଁ ଆର୍‌ଆଇ ଅଫିସର ଅସ୍ଥାୟୀ ପିଅନ ଛାୟାକାନ୍ତ ଦଣ୍ଡସେନା ହତ୍ୟା ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶନିବାର ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଆଟିଗାଁର ମହିଳା କୁଚିତା…

୨ ଜଣ ଗଞ୍ଜେଇ ମାଫିଆଙ୍କ ୪୧ ଲକ୍ଷର ସମ୍ପତ୍ତି ଜବତ, ଘର ଆଗରେ ପୁଲିସର ନୋଟିସ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କୁ ପୁଣି ଲାଗିଛି ଝଟକା। ନବରଙ୍ଗପୁର ଜିଲ୍ଲା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା ମିଳିଛି। ୨ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ହୋଇଥିବା ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଭିତରେ ନବରଙ୍ଗପୁର ପୁଲିସକୁ ପ୍ରାୟ ୪୧.୪୧…

୨୫ ହଜାର କଏନରେ ନିଜ କାରକୁ ପୂରା ଢାଙ୍କିଦେଲେ ଯୁବକ

ଜୟପୁର: ରାଜସ୍ଥାନର ଯୋଧପୁରର ଜଣେ ଯୁବକ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଯୁବକ ଜଣକ ତାଙ୍କ କାରରେ କଏନ ଲଗାଇ ଏହାର ରୂପ ବଦଳାଇଦେଇଛନ୍ତି | ଯୁବକ ଜଣକ ସୋସିଆଲ ମିଡିଆରେ…

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଛି। ସେ…

ନକଲି ଆଦିବାସୀ ଶିକ୍ଷକ ମାମଲା: ଅବସରର ଦିନକ ପୂର୍ବରୁ ପଛୁଆ ବର୍ଗର ବୋଲି ଜଣାପଡ଼ିଲା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ ନକଲି ଆଦିବାସୀ ପ୍ରଧାନଶିକ୍ଷକ ଅବସର ନେବା ଦିନକ ପୂର୍ବରୁ ପଛୁଆବର୍ଗର ବୋଲି ଜଣାପଡ଼ିବା ଓ ନକଲି ଆଦିବାସୀ ବୋଲି ପ୍ରମାଣିତ ହେବା ପରେ ନକଲି ଆଦିବାସୀ ଚାକିରିଆଙ୍କ ମନରେ ଭୟର ବାତାବରଣ…

ସାରଦାଙ୍କୁ ଏ କି ସମ୍ମାନ! ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଉଥିଲେ, ହାତଧରି ଟାଣି ଆଣିଲେ

ରାଉରକେଲା : ପୂର୍ବତନ ମନ୍ତ୍ରୀ ତଥା ଏବେକାର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ଜଣେ ପରିଚିତ ଚେହେରା। ‌ସାରଦା ବର୍ତ୍ତମାନ ଏକାଧିକ ଗୁରୁତ୍ବପୂର୍ଣ୍ଣ ଦାଦୟିତ୍ବରେ, ବିଜେଡି ଜିଲ୍ଲା ସଭାପତି ହେବା ସହ ଜିଲ୍ଲା ଯୋଜନା ବୋର୍ଡ…

ଆର୍‌ଟିଓଙ୍କ ପାଇଁ ୧୪୨ କୋଟିର ଇ-ଚାଲାଣ ଓ ଜରିମାନା ଆଦାୟ ଲକ୍ଷ୍ୟଧାର୍ଯ୍ୟ

କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତଥା ପରିବହନ ଆୟୁକ୍ତ (କମିସନର)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ବିଭାଗୀୟ ଅଧିକାରୀଙ୍କ ପାଇଁ ଇ-ଚାଲାଣ ଓ ଏଥିରୁ ଜରିମାନା ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ…

କେନ୍ଦୁପତ୍ର ତୋଳୁଥିଲେ,ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

କଟକ : କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପ୍ରମିଳା ମୁଖୀ।…

ମେ’ ୧ରେ ଶ୍ରୀମନ୍ଦିର ସଂପର୍କିତ ଶୁଣାଣି, ୩୩ ପୃଷ୍ଠାର ସତ୍ୟପାଠ ଦାଖଲ କଲା ମନ୍ଦିର ପ୍ରଶାସନ

ପୁରୀ : ମେ’ ୧ ତାରିଖରେ ଶ୍ରୀମନ୍ଦିର ସଂପର୍କିତ ଶୁଣାଣି ହେବ। ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ବିଚାରପତି ଏମ. ଆର୍ ଶାହ ଏବଂ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।…