ଭୁବନେଶ୍ୱରରେ ଡିଭାଇଡରକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୨୬ ଛାତ୍ରଛାତ୍ରୀ
ଭୁବନେଶ୍ବର : ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକରେ ଶୁକ୍ରବାର ଏକ ବସ ଡିଭାଇଡରରେ ପିଟି ହେବାରୁ ଏହାର ଗୋଟିଏ ପାର୍ଶ୍ୱ ନଷ୍ଟ ହୋଇଯାଇଛି। ତେବେ ବସରେ ବସିଥିବା ୨୬ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଏକ କୋଚିଂ…