Category: ରାଜ୍ୟ ଖବର

ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି ଜୀବନରେଖା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ି ହୋଇଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ…

କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରତିକ୍ରିୟା ରଖିଲେ ଦୀପାଳି, କହିଛନ୍ତି ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ

ଝାରସୁଗୁଡା: ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଛି ଝାରସୁଗୁଡ଼ା ବିଧାନସଭା ଆସନ । ଖୁବଶୀଘ୍ର ସେଠାରେ ଉପନିର୍ବାଚନ ହେବ । ଏହାକୁ ନେଇ ଉଷ୍ଣ ହେଲାଣି ଝାରସୁଗୁଡ଼ା ରାଜନୈତିକ ପାଣିପାଗ । ଉପନିର୍ବାଚନରେ ବିଜେଡି ନବ ଦାସଙ୍କ ଝିଅ ଦୀପାଳିଙ୍କୁ…

ଶାଢ଼ିରେ ଲାଗିଲା ଦୀପ ନିଆଁ, ଭକ୍ତ ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଗୁରୁତର। ଗୁରୁତର ମହିଳା ଭୁବନେଶ୍ବର ପଟିଆ ଅଞ୍ଚଳର ୬୫ ବର୍ଷୀୟା ବୃଦ୍ଧା ଅରୁଣା ମିଶ୍ର। ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶାଢ଼ୀ ତଳ ପଟୁ…

୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର : EOW ପଞ୍ଝାରେ ଦୁଇ ଜଣ ଜମି ଦଲାଲ । ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଜଗତସିଂହପୁରର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁଙ୍କୁ ଗିରଫ କରିଛି…

ପ୍ରତୀକ୍ଷାର ଅନ୍ତ : ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ

ବ୍ରହ୍ମପୁର : ଅନେକ ଦିନର ପ୍ରତୀକ୍ଷା ପରେ ଶେଷରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ। ବିମାନସେବା ଉଡାଣର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରଙ୍ଗେଇଲୁଣ୍ଡାରୁ ୯ ସିଟ୍ ବିଶିଷ୍ଟ ଏକ ବିମାନ ଉଡ଼ାଣ ଭରିଛି ।…

ସେକ୍ଟର୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ ପାଳିତ

କଟକ : ମର୍କତନଗର ସେକ୍ଟର ୬ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି | ବିଦ୍ୟାଳୟର ସଭାପତି ଘାସୀରାମ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସନ୍ଥ ସ୍ୱାମୀ ଅସୀମାନନ୍ଦ ସରସ୍ବତୀ…

ଓଡ଼ିଶା ରାଜନୀତିର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ହେଲେ ବିଜୁ ପଟ୍ଟନାୟକ

ଓଡ଼ିଶା ରାଜନୀତିର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ହେଲେ ବିଜୁ ପଟ୍ଟନାୟକ | ବିଜୁ ପଟ୍ଟନାୟକଙ୍କ ପୁରା ନାମ ବିଜୟାନନ୍ଦ ପଟ୍ଟନାୟକ | ରାଜ୍ୟବାସୀଙ୍କ ପାଖରେ ସେ ହେଉଛନ୍ତି ଆଦରର ବିଜୁବାବୁ | ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ…

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା: ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ

ବୁର୍ଲା/ଭୁବନେଶ୍ୱର: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ଅଟକ ଥିବା ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍‌ ଟେଷ୍ଟ। ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକସନ୍‌ ଟେଷ୍ଟ କରାଯିବ। ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ। ସମ୍ବଲପୁର…

ଆସନ୍ତାକାଲି ସୁଦ୍ଧା ଉତ୍ତର ନ ମିଳିଲେ ବିଜେପି ପାଳିବ ଭ୍ରଷ୍ଟାଚାର ଦିବସ

ଭୁବନେଶ୍ବର : ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି। ଏନେଇ ଆଜି ରାଜ୍ୟ ବିଜେପି ଅଫିସ୍‌ରେ ପ୍ରେସ୍‌ମିଟ୍ କରି ସୂଚନା ଦେଇଛନ୍ତି ଦଳୀୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ ବରିଷ୍ଠ ଅଧିକାରୀ ଗିରଫ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ଜଣ ବରିଷ୍ଠ ଅଧିକାରୀ। ସେମାନେ ହେଉଛନ୍ତି- ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ ଭବାନୀପାଟଣାରେ ଅବସ୍ଥାପିତ କେବିକେ କ୍ଷୁଦ୍ର ଜଳସେଚନ…