Month: March 2023

ଅଧ ମିନିଟ୍‌ରେ ଅପମିଶ୍ରିତ ଦୁଗ୍ଧ ଚିହ୍ନଟ କରୁଥିବା ଉପକରଣ ତିଆରି କଲେ ‘ଆଇଆଇଟି-ମାଡ୍ରାସ୍‌’ ଗବେଷକ

ଚେନ୍ନାଇ: ‘ଆଇଆଇଟି-ମାଡ୍ରାସ୍‌’ର ଗବେଷକମାନେ ଅଧ ମିନିଟ୍‌ରେ ଅପମିଶ୍ରିତ ଦୁଗ୍ଧ ଚିହ୍ନଟ କରିପାରୁଥିବା ଗୋଟାଏ କାଗଜଭିତ୍ତିକ ପୋର୍ଟାବଲ୍‌ ‘୩ଡି’ ଉପକରଣ ତିଆରି କରିଛନ୍ତି। ଅପମିଶ୍ରିତ ଦୁଗ୍ଧ ଚିହ୍ନଟ କରିବା ଲାଗି ଏହି ‘୩ଡି’ ଉପକରଣଟିକୁ ଘରେ ମଧ୍ୟ ଦୈନିକ ବ୍ୟବହାର କରାଯାଇ ପାରିବ।…

ସିଦ୍ଧରମେୟାଙ୍କ ବିପକ୍ଷରେ ଲଢ଼ିପାରନ୍ତି ୟେଦୁରପ୍ପାଙ୍କ ପୁଅ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜନୀତି ଜୋର ଧରିଛି । କେଉଁ ଆସନରୁ କିଏ ଲଢ଼ିବେ ତାହାକୁ ନେଇ ଆଲୋଚନା ମଧ୍ୟ ତୀବ୍ର ହୋଇଛି। ତେବେ ଏହାରି ଭିତରେ ଶୁଣିବାକୁ ମିଳିଛି ଯେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ…

ହାଓଡ଼ାରୁ ଥମୁନି ହିଂସା: ଆଜି ପୁଣି ଥରେ ପଥରମାଡ଼, ସାମ୍ବାଦିକ ଆହତ

କୋଲକାତା: ଗତକାଲି ରାମ ନବମୀରେ ପଶ୍ଚିମବଙ୍ଗର ହାଓଡ଼ା, ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଓ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ହିଂସା ଦେଖିବାକୁ ମିଳିଥିଲା। ଏହି ସବୁ ଅଞ୍ଚଳ‌ରେ ପଥର ଫିଙ୍ଗାରୁ ନେଇ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ…

କେମିକାଲ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ: ଖଣ୍ଡଖଣ୍ଡ ହୋଇଗଲେ ୪ଜଣ ଶ୍ରମିକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶାହରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମୃତକ ୪ଜଣ ଏହି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ। ବିସ୍ଫୋରଣ…

ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟଚାଲିଛି: ନୀତୀନ ଗଡକରୀ

ନୂଆଦିଲ୍ଲୀ: କୋଲକାତା-ଚେନ୍ନାଇ ସୁବର୍ଣ୍ଣ ଚତୁର୍ଭୁଜ କରିଡର ଅନ୍ତର୍ଗତ ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ବର୍ତ୍ତମାନ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇ) ପକ୍ଷରୁ ୬ ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରସ୍ତାବିତ ରାସ୍ତା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ…

ବେଳାଭୂମି ହେବ ପଟ୍ଟାୟା ଭଳି, ଝୁମିବେ ପର୍ଯ୍ୟଟକ

ଭୁବନେଶ୍ବର : ବେଳାଭୂମିରେ ଜମିବ ଆସର, ହାତରେ ମଦ ଧରାଇବେ ସରକାର। କୁଡିଆରୁ ମଦ ପିଇବେ, ବେଳାଭୂମିରେ ମାତାଲ ହେବେ। ଯଦି ଆପଣ ଓଡିଶାର କୌଣସି ବେଳାଭୂମିରେ ସପରିବାର ସହ ସମୟ କାଟିବାକୁ ବାହାରୁଥାଆନ୍ତି ତେବେ ସତର୍କ ହୋଇଯିବା ଠିକ୍। କାହିଁକି…

କାଲି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକୁଳିବେ। ରୋଡ୍‌ ରେଜ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ। କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିବା ବେଳେ ଆସନ୍ତାକାଲି…

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଶୁକ୍ରବାର ନଗର କୋର୍ଟ ଖାରଜ କରିଦେଇଛନ୍ତି। ମନୀଷ ସିସୋଦିଆ ତାଙ୍କ ଜାମିନ ଆବେଦନରେ ଦର୍ଶାଇଥିଲେ ଯେ,…

ରାମନବମୀରେ ସଙ୍ଗଠିତ ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା

କୋଲକାତା : ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ଶୁକ୍ରବାର ମମତା ଦାବି କରିଛନ୍ତି ଯେ ରାମ…

ପାଠ ପଢ଼ି ବେକାର ଥିଲେ ମିଳିବ ଭତ୍ତା, ଏପ୍ରିଲ ୧ରୁ ମାସକୁ ୨୫୦୦ ଟଙ୍କା

ରାୟପୁର : ପାଠ ପଢ଼ି ବେକାରୀ ଥିଲେ ମିଳିବ ଭତ୍ତା। ଉଚ୍ଚ ଶିକ୍ଷା ଲାଭ କରି ହାତରେ ଚାକିରି ନଥିଲେ ମଳିବ ଭତ୍ତା। ସର୍ବନିମ୍ନ ଯୁକ୍ତ ୨ ପାସ୍‌ କରିଥିଲେ ମିଳିବ ଭତ୍ତା। ମାସକୁ ୨୫୦୦ ଟଙ୍କା ମିଳିବ ଭତ୍ତା। କଥା…