Spread the love

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଗୁରୁତର। ଗୁରୁତର ମହିଳା ଭୁବନେଶ୍ବର ପଟିଆ ଅଞ୍ଚଳର ୬୫ ବର୍ଷୀୟା ବୃଦ୍ଧା ଅରୁଣା ମିଶ୍ର। ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶାଢ଼ୀ ତଳ ପଟୁ ଦୀପରୁ ନିଆଁ ଲାଗି ତାଙ୍କ ପାଦ ଓ ଗୋଡ ପୋଡ଼ି ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *