Category: ରାଜ୍ୟ ଖବର

ରାଜ୍ୟରେ ଏବେ ୮ ହଜାର ୨୧୩ ଜଣ ଡାକ୍ତର କାର୍ଯ୍ୟରତ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବ‌ନେଶ୍ବର: ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି। ଏଭଳି ସୂଚନା ଦେଇଛନ୍ତି…

ଗୃହରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ଉତ୍ତର ରଖିଲେ ମନ୍ତ୍ରୀ

ଭୁବ‌ନେଶ୍ବର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷ‌ାରକାନ୍ତି ବେହେରା। ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା…

୧୫ରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବେନଶ୍ବର : ମାର୍ଚ୍ଚ ୧୫ ତାରିଖରୁ ଧର୍ମଘଟ ବସିବ ଡ୍ରାଇଭର ସଂଘ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମାନେ। ଧର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ।…

ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ପରୀକ୍ଷକ ଓ କିରାଣି ନିଲମ୍ବିତ

ପୁରୀ : ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ବହୁ ସୁପରିଟେଣ୍ଡେଣ୍ଟ, ପରୀକ୍ଷକଙ୍କ ସମେତ ଜଣେ କିରାଣି ନିଲମ୍ବିତ ହୋଇଛନ୍ତି। କପି ପାଇଁ ମୁଲଚାଲ ଅଡିଓ ଭାଇରାଲ ଘଟଣାରେ ତଥା ରାଜ୍ୟ ମୁକ୍ତାକାଶ ବିଦ୍ୟାଳୟ(ଏସ୍‌ଓଏସ୍‌) ପରୀକ୍ଷା ଅନିୟମିତତା ପାଇଁ…

ଓଡ଼ିଶାରେ କେତେ ଅଛନ୍ତି ବାଂଲାଦେଶୀ? ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅଛନ୍ତି? ସେମାନଙ୍କ ଭିତରୁ କେତେ ଜଣ ବେଆଇନ୍‌ ଭାବେ ଅଛନ୍ତି? ଆଜି ବିଧାନସଭାରେ ଧମାନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏପରି ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି,…

ପ୍ରସିଦ୍ଧ ପଞ୍ଚୁଦୋଳ ଓ ହୋଲି ପାଇଁ ପ୍ରଶାସନିକ ପ୍ରସ୍ତୁତି

ଆଠଗଡ଼: ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଏବଂ ହୋଲି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରବିବାର ପଞ୍ଚୁଦୋଳ ଉପଲକ୍ଷେ ଆଠଗଡ଼ ସହରକୁ ଧବଳେଶ୍ୱର ଓ ସର୍ପେଶ୍ୱର ସମେତ ବିଭିନ୍ନ ଗ୍ରାମାଞ୍ଚଳରୁ ୫୬ଟି ବିମାନରେ ଦିଅଁ ଆଠଗଡ଼ ଆସିବା…

ଇନ୍‌ଫ୍ଲୁଏଞ୍ଜା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର, ଏସ୍‌ଏଆରଆଇ/ଆଇଏଲ୍‌ଆଇ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଦେଲେ ନିର୍ଦେଶ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରି ଇନ୍‌ଫ୍ଲୁଏଞ୍ଜା ଜନିତ ରୋଗ(ଆଇଏଲ୍‌ଆଇ) ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ(ଏସ୍‌ଏଆରଆଇ) ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା-ଏ(ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨) ସମେତ ଏଡିନୋଭାଇରସ୍ ଭଳି…

ତୃଣମୂଳସ୍ତରରୁ କଂଗ୍ରେସକୁ ମଜଭୂତ କରିବାର ଆବଶ୍ୟକତା ଅଛି

ଭୁବନେଶ୍ବର : ତୃଣମୂଳସ୍ତରରୁ କଂଗ୍ରେସକୁ ମଜଭୂତ କରିବାର ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ ଏହା ନ ହୋଇଛି କଂଗ୍ରେସ ସଂଗଠିତ ହୋଇପାରିବନି କି ଦଳ ସୁଦୃଢ଼ ହୋଇପାରିବନି। ବରିଷ୍ଠ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଆଜି ଏହା କହିଛନ୍ତି। ପୂର୍ବତନ ମୁଖ୍ୟ…

ମନ୍ଦିର ପରିସରରେ ଆତ୍ମହତ୍ୟା କଲେ କାଉନସିଲରଙ୍କ ଭାଇ, ଗଙ୍ଗାଜଳ ସିଞ୍ଚନ ପରେ ହେଲା ମା’ଙ୍କ ପୂଜାପାଠ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଟ୍ର।ତ୍ରୀ ଠାକୁରାଣୀ ମା’ ପେଣ୍ଡରାଣୀଙ୍କ ମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିବାରୁ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି। ମନ୍ଦିର ପରିସରରେ ଜଣେ ସ୍ଥାନୀୟ କାଉନସିଲରଙ୍କ ଭାଇ ଆତ୍ମହତ୍ୟା କରିବାରୁ ଗଙ୍ଗାଜଳ ସିଞ୍ଚନ ହେଲା…

ଦନ୍ତା ହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେ ରବିବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀକୁ ପ୍ରାୟ ୨୦ ବର୍ଷ ହୋଇଥିଲା। ଆଜି ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ…