Category: ରାଜ୍ୟ ଖବର

ବିଏମ୍‌ସି: ବର୍ଷକରେ ୨୪.୧୨% ରାଜସ୍ବ ବୃଦ୍ଧି

ଭୁବନେଶ୍ବର: ନିର୍ବାଚନର ଏକ ବର୍ଷ ପୂର୍ତ୍ତି ପାଳନ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ୨୦୨୨ ଏପ୍ରିଲ ୯ ତାରିଖରେ ବିଏମସିର ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିଥିଲେ। ଏହି ବର୍ଷେ ଭିତରେ ବିଏମ୍‌ସି ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି…

‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଏକ ବ୍ୟବସ୍ଥିତ ସରକାରୀ ଅନୁଷ୍ଠାନ, ଯାହାକି ପୂର୍ବରୁ ନଥିଲା। ଏହା ଦ୍ବାରା ଓଡ଼ିଶା ସରକାରଙ୍କ ସହିତ ପ୍ରବାସରେ ରହୁଥିବା ସମସ୍ତ ଓଡ଼ିଆ ଯୋଗାଯୋଗ ରଖିପାରିବେ। ପ୍ରବାସରେ ରହୁଥିବା ସମୟରେ ଯେଉଁ ଅସୁବିଧାର ସାମ୍ନା କରୁଥିବେ ତାହାର…

ଏନ୍‌ଆଇଟରେ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ: ପ୍ରକଳ୍ପ ପ୍ରଦର୍ଶନ କଲେ, ଉଦ୍ୟୋଗୀ ମନ୍ତ୍ର ଶିଖିଲେ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପକ୍ଷରୁ ବିଭିନ୍ନ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନୁଷ୍ଠାନର ଏସ୍‌ଡିଜି କ୍ଳବ ପକ୍ଷରୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସବୁଜିମା ବୃଦ୍ଧି ପ୍ରସଙ୍ଗରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ସହରର…

ବଜାୟ ରହିଛି ପରମ୍ପରା- ଚୈତ୍ର ପୂର୍ଣ୍ଣିମାରେ ଘୋଡ଼ା ନାଚ ଉତ୍ସବ ଅନୁଷ୍ଠିତ

ଆଠଗଡ- ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ଆଠଗଡ କୈବର୍ତ୍ତ ସମାଜ ପକ୍ଷରୁ ଦୁଇଦିନ ଧରି ଘୋଡ଼ାନାଚ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗୁରୁବାର ମା’ ବାଉତୀଙ୍କ ଝାମୁଯାତ୍ରା ପରେ ପରେ ସନ୍ଧ୍ୟାରେ ଆଠଗଡ ଦୁର୍ଗାବଜାର ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ କୈବର୍ତ୍ତ ସମାଜର…

ଆଗକୁ ଆହୁରି ଗରମ- ଶନିବାର ଏବଂ ରବିବାର ରାଜ୍ୟର ଏହି ଜିଲ୍ଲମାନଙ୍କରେ ବର୍ଷା ସମ୍ଭାବନା

ଭୁବନେଶ୍ୱର – ଏପ୍ରିଲ ମାସରେ ମୁଣ୍ଡଫଟା ଖରା । ମଧ୍ୟାହ୍ନ ସମୟରେ ବାହରକୁ ବାହାରିଲେ ଜଳିଗଲା ପରି ଲାଗୁଛି । ତେବେ ତାପମାତ୍ରା ଆହୁରି ବଢିବା ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଛି। ଢ଼େଙ୍କାନାଳ,ବାଲେଶ୍ୱର, ସୋନପୁର,…

ବିଶ୍ବପ୍ରସିଦ୍ଧ ଛଉନୃତ୍ୟରେ ନୂଆ ଅଧ୍ୟାୟ, ନୃତ୍ୟ ପରିବେଷଣ କରିବେ ମହିଳା ନୃତ୍ୟଦଳ

ବାରିପଦା : ବିଶ୍ୱପ୍ରସିଦ୍ଧ ଛଉନୃତ୍ୟକୁ ଅଧିକ ଆକର୍ଷଣୀୟ କରିବେ ମହିଳା ଛଉ ନୃତ୍ୟଦଳ। ଗ୍ରାମାଞ୍ଚଳର ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ପ୍ରଥମଥର ପାଇଁ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରି‌ବେ। ଏଥିପାଇଁ ସେମାନେ ନୃତ୍ୟ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି।…

ଏବର୍ଷ ୧୦ଟି ନୂତନ ଆଇଟିଆଇ, ୮୦ ହଜାର ସିଟ୍‌ରେ ହେବ ନାମଲେଖା

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଆଉ ୧୦ଟି ନୂତନ ସରକାରୀ ଆଇଟିଆଇରେ ନାମଲେଖା ହେବାକୁ ଯାଉଛି। ପୂର୍ବରୁ ରାଜ୍ୟରେ ୫୦ଟି ଆଇଟିଆଇ ଥିବା ବେଳେ ଏବର୍ଷ ବାଲୁଗାଁ, ଭଞ୍ଜନଗର, କରଞ୍ଜିଆ, କପ୍ତିପଦା, ରୁଆ, ଓଳାଭର, ଆଠମଲ୍ଲିକ, ଜୁନାଗଡ଼, ପାଟଣାଗଡ଼ ଓ…

ବିନା ନିଲାମରେ ଉଠୁଛି ବାଲି, ଗଭୀର ହେଉଛି କୋଏଲ

ରାଉରକେଲା: ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣକୁ ରୋକି ପାରୁନି ପ୍ରଶାସନ। ତହସିଲର ବିଭାଗୀୟ ଅଧିକାରୀ ଓ ବାଲିମାଫିଆଙ୍କ ଭିତିରି ସଲାସୁତୁରାରେ ଲୁଟ୍‌ ହେଉଛି ଦୈନିକ ଶହ ଶହ ଟ୍ରାକ୍ଟର ବାଲି। ବାରମ୍ବାର ଅଭିଯୋଗ ହେଉଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ।…

ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା ଗୁରୁତର

ବଲାଙ୍ଗୀର: ନକଲି ସାର୍ଟିଫିକେଟ୍ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଆଲୋକ ଉଦଗାତା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ତାଙ୍କୁ ଆଇସିୟୁରେ ରଖାଯାଇଥିବାର ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ୍ ଆଲୋକଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ଆଣିଥିଲା। ସୂଚନାଯୋଗ୍ୟ, ଗତ…

ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଯାଜପୁର/ ବାଲିଚନ୍ଦ୍ରପୁର: ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚଛି। ମୃତକଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣଙ୍କର କଟକରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତକମାନଙ୍କର ପରିଚୟ…