ଡାକ୍ତରୀ ଶିକ୍ଷକଙ୍କୁ ଧାର୍ଯ୍ୟ ସମୟରେ ମିଳିବ ପଦୋନ୍ନତି
ଭୁବନେଶ୍ବର : ରାଜ୍ୟର ମେଡିକାଲ କଲେଜ ଓ ଡେଣ୍ଟାଲ କଲେଜରେ ଥିବା ଡାକ୍ତରୀ ଶିକ୍ଷକଙ୍କୁ ଏଣିକି ଧାର୍ଯ୍ୟ ସମୟରେ ବୃତ୍ତିଗତ ପଦୋନ୍ନତି ମିଳିବ। ଜାତୀୟ ମେଡିକାଲ କମିସନର ଟିଚର୍ସ ଏଲିଜିବିଲିଟି କ୍ବାଲିଫିକେସନ୍ ରେଗୁଲେସନ୍ ଓ ଡେଣ୍ଟାଲ କାଉନସିଲ ଅଫ ଇଣ୍ଡିଆ ଅନୁଯାୟୀ…