Month: March 2023

ବିହାରରୁ ଝାଡ଼ଖଣ୍ଡ ଆସିଥିବା ୪୩ ଲକ୍ଷର ଆର୍ମି କସମେଟିକ ରାଉରକେଲାରେ ଜବତ; ଦୁଇ ମହିଳା ସମେତ ୫ ଗିରଫ

ରାଉରକେଲା: ବିହାରରୁ ଝାଡ଼ଖଣ୍ଡ ପାଇଁ ଆସିଥିବା ଆର୍ମି କସମେଟିକ ସାମଗ୍ରୀ ରାଉରକେଲାରେ ଜବତ ହୋଇଛି। ରଘୁନାଥପଲ୍ଲୀ ଥାନା ପୁଲିସ ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧୀରଜ କୁମାର,…

ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର, ଦେଲେନି ପ୍ରତିକ୍ରିୟା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ…

ରାଜ୍ୟବ୍ୟାପି ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

ଭୁବନେଶ୍ବର: ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ କାରଣରୁ ରାଜ୍ୟବ୍ୟାପି ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକରେ ଶୁକ୍ରବାର ସନ୍ଧ୍ୟାଠାରୁ ସ୍ବାଭାବିକ ପରିସ୍ଥିତି ଫେରୁଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତେଲ ଫିଲିଙ୍ଗ ନେଇ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଉତ୍କଳ ପେଟ୍ରୋଲିୟ ଡିଲର ଆସୋସେସନ ସାଧାରଣ ସଂପାଦକ…

ରାଜମହଲ ଏବଂ କଳ୍ପନା ଛକରେ ରାସ୍ତା ଅବରୋଧ କଲେ ଉଠା ଦୋକାନୀ

ଭୁବନେଶ୍ବର: ରାଜଧାନୀରେ ଉଠା ଦୋକାନୀମାନେ ରାଜମହଲ ଏବଂ କଳ୍ପନା ଛକରେ ରାସ୍ତା ଅବରୋଧ କରାଯାଇଛି। ମଝି ରାସ୍ତାରେ ବସି ରହିଛନ୍ତି ଉଠାଦୋକାନୀ। ବିଏମସି ବେଆଇନ ଭାବରେ ଦୋକାନ ଭାଙ୍ଗୁଥିବା ଅଭିଯୋଗ କରି ଦୋକାନୀମାନେ ଏଭଳି ପ୍ରତିବାଦ କରୁଛନ୍ତି। ବଡ଼ ବଡ଼ ଦୋକାନୀଙ୍କ…

କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରମାନଙ୍କ ଅବସର ବିନୋଦନ କେନ୍ଦ୍ର ବୋଲି ବିରୋଧୀ ଦଳ ନେତା କହିବା ପରେ ଏହାର କ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁତ ଅବସରପ୍ରାପ୍ତ…

ମାଗଣା ବିଦ୍ୟୁତ୍‌ ସଂଯୋଗ ଦେଲେ ଶ୍ରୀଲଙ୍କା ପରି ପରିସ୍ଥିତି ହେବ : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ବିଧାନସଭାର ‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର ମାଲାମାଲ୍, ରାଜ୍ୟବାସୀ ବେହାଲ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ସଂପର୍କିତ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଦ୍ୟୁତ ପରିବହନ ଜନିତ…

ଅନୁମତି ଥିବା ମାଇକ ବି ମସଜିଦରୁ ହଟାଯାଇଛି: ୟୁପି ସଂଖ୍ୟାଲଘୁ କମିସନ

ଲକ୍ଷ୍ନୌ : ପବିତ୍ର ରମଜାନ ମାସରେ ମୁସଲମାନମାନଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ସର୍ବୋତ୍ତମ ସୁବିଧାସୁଯୋଗର ବ୍ୟବସ୍ଥା କରିବାକୁ ରାଜ୍ୟ ସଂଖ୍ୟାଲଘୁ କମିସନ ଅନୁରୋଧ କରିଛି। ଏଥି ସହ କମିସନ ଅଭିଯୋଗ କରିଛି ଯେ, କେତେକ ମସଜିଦରେ ଆଇନ ଅନୁଯାୟୀ ଅନୁମତି ନେଇ…

ଇଡିରେ ହାଜର ହେଲେନି କବିତା, ୨୦ରେ ହାଜର ହେବାକୁ ଇଡିର ସାନି ସମନ

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟା କେ କବିତା ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ଏଡ଼ାଇ ଯାଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ତାଙ୍କର ଦ୍ବିତୀୟ ପର୍ଯ୍ୟାୟ…

୩୩ ମିନିଟ୍‌ରେ ଆମେରିକାରେ ପଡ଼ିବ ଉତ୍ତର କୋରିଆରୁ ନିକ୍ଷେପ କରାଯାଉଥିବା ଆଣବିକ କ୍ଷେପଣାସ୍ତ୍ର: ଚୀନା ଅଧ୍ୟୟନ

ନୂଆଦିଲ୍ଲୀ: ଉତ୍ତର କୋରିଆରୁ ଆମେରିକାର ଦୂରତ୍ବ ସମୁଦାୟ ପୃଥିବୀର ଅଧା ହେଲେ ବି ଉତ୍ତର କୋରିଆ ନିକ୍ଷେପ କରୁଥିବା ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲି‌ଷ୍ଟିକ୍‌ ମିସାଇଲ୍‌’ ପ୍ରାୟ ୩୩ ମିନିଟ୍‌ରେ ଆମେରିକାର ‘ମେନ୍‌ଲାଣ୍ଡ୍‌’ରେ ପହଞ୍ଚି ପାରିବ ବୋଲି ଚୀନ୍‌ର ଏକ ଅଧ୍ୟୟନରୁ ଜଣାପଡ଼ିଛି। ‘ଓପେନ୍‌…

ଜଣେ ବଙ୍ଗାଳୀ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ପୁଲିସ ସୁରକ୍ଷା ଲୋଡ଼ିଲେ

ତିରୁବନନ୍ତପୁରମ: ପଶ୍ଚିମବଙ୍ଗର ଜଣେ ଶ୍ରମିକ କେରଳରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଲଟେରୀ ଜିତିଛନ୍ତି। ଲଟେରୀ ଜିତିବା ବିଷୟରେ ଜାଣିବା ପରେ ଶ୍ରମିକ ଜଣକ ସିଧା ପୁଲିସ ଷ୍ଟେସନକୁ ଯାଇ ତାଙ୍କର ସୁରକ୍ଷା ଦାବି କରିଛନ୍ତି | ସେ କହିଛନ୍ତି ଯେ…