Category: ମନୋରଞ୍ଜନ

ବାବା ଅମରନାଥଙ୍କୁ ଦର୍ଶନ କଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ବହୁ ଗୁରୁତ୍ୱ ଦିଅନ୍ତି l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ…

ଗୁଆହାଟୀରେ କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା

ମୁମ୍ବାଇ: ଗତ କିଛି ଦିନ ହେବ ବିଭିନ୍ନ ଧାର୍ମିକ ସ୍ଥାନ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ…

ବିବାଦରେ ‘ଆଦିପୁରୁଷ’, ମନୋଜଙ୍କୁ ସୁରକ୍ଷା ଯୋଗାଇଲା ପୁଲିସ

ମୁମ୍ବାଇ : ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ବଢୁଥିବା ବେଳେ ଏହାର ସଂଳାପ ଲେଖକ ମନୋଜ ମୁନ୍ତଶିର ଶୁକ୍ଳାଙ୍କ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଅଛି କହି ସୁରକ୍ଷା ଯୋଗାଇ ଦେବାକୁ ମନୋଜ ମନ୍ତଶିର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟେଲି ଅଭିନେତ୍ରୀ ସ୍ନେହଲ ରାୟ

ମୁମ୍ବାଇ : ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ନେହଲ ରାୟଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଭିନେତ୍ରୀ ଆହତ ହୋଇଛନ୍ତି । ଅଭିନେତ୍ରୀ ଜଣକ ପୁନେ ଯାଉଥିବା ବେଳେ ଦୁଘର୍ଟଣା ହୋଇଛି। ତାଙ୍କ କାରକୁ ଏକ ଟ୍ରକ ଧକ୍କା ମାରିଛି । ଏହି ଦୁର୍ଘଟଣାରେ…

ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି: ସଞ୍ଜୟ ନାୟକ

ଭୁବନେଶ୍ବର: ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ। ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ୨ ଅଭିନେତ୍ରୀ ମୋ ନାଁରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି। ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି ବୋଲି ସଞ୍ଜୟ…

ଦକ୍ଷିଣଭାରତୀୟ ଲୋକପ୍ରିୟ ଅଭିନେତା ଶରତବାବୁଙ୍କ ଦେହାନ୍ତ

ଚେନ୍ନାଇ : ଦକ୍ଷିଣ ଭାରତର ଭେଟେରାନ ଅଭିନେତା ଶରତ ବାବୁଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରତ ବାବୁ ଗତ…

‘ଦ କେରଳ ଷ୍ଟୋରି’କୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି…

ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଯବାନ’ର ଡିଜିଟାଲ ରାଇଟ୍ସ କିଣିବାକୁ ପ୍ରତିଯୋଗିତା

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବା ପରେ ଖୁବ୍‌ ପ୍ରଶଂସା ସାଉଁଟିଛି । ଭାରତ ଏବଂ ବିଦେଶ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ଆୟ କରିବା…

ଖୁବ ଶୀଘ୍ର ପରସ୍ପରର ହାତ ଧରିବେ ରାଘବ-ପରିଣୀତି !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ଦେଖିବାକୁ ମିଳିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଦୁହେଁ ସାଙ୍ଗ ହୋଇ ମଧ୍ୟାହ୍ନ ଓ ରାତ୍ର ଭୋଜନ କରିବା ପରେ ଏହି…

‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବିଭାଗରେ ‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ…