ମା’ଲକ୍ଷ୍ମୀଙ୍କ ଖୁବ୍ ପ୍ରିୟ ; ଘରକୁ ଆଣିଲେ ହୋଇଥାଏ ଧନ ବୃଦ୍ଧି
ଧନସମ୍ପତିର ଦେବୀ ମା’ଲକ୍ଷ୍ମୀଙ୍କୁ କିଛି ସ୍ୱତନ୍ତ୍ର ଜିନିଷ ଖୁବ ପ୍ରିୟ। ଏହାକୁ ଘରେ ରଖିବା ଦ୍ୱାରା ଧନସମ୍ପତ୍ତି ଓ ଟଙ୍କାପଇସାର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ କୃପା ମିଳିଲେ ଆର୍ଥିକ କ୍ଷେତ୍ରରେ କଷ୍ଟର ସମ୍ମୁଖୀନ ହେବାକୁ ପଡେ ନାହିଁ ବୋଲି ମାନ୍ୟତା ରହିଛି।…