‘ମନୀଷ ସିସୋଦିଆଙ୍କ ଚିତ୍ର ଆଙ୍କ, ନଚେତ ଫେଲ କରିଦେବୁ’ ସ୍କୁଲ ପିଲାଙ୍କୁ ମିଳିଲାଣି ଧମକ!

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆଦମୀ ପାର୍ଟି ନିଜର ଭାବମୂର୍ତ୍ତିକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛି । ଅନ୍ୟପକ୍ଷରେ, ଦିଲ୍ଲୀ ବିଜେପି ପକ୍ଷରୁ ଆମ୍ ଆଦମୀ ପାର୍ଟି ଉପରେ ଏକ ବଡ ଅଭିଯୋଗ…

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ

କୋଲକତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି। କଲିକତାର ବାଲିଗଞ୍ଜଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ…

ଚର୍ଚ୍ଚାରେ ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ ’ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କୈଳାସ’

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କୈଳାସ’ (ୟୁଏସ୍‌କେ)ର ପ୍ରତିନିଧିମାନେ ଗତ ମାସରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବା ପରେ ୟୁଏସ୍‌କେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ନିତ୍ୟାନନ୍ଦ…

ଭାରତ ପାଇବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଡ୍ରୋନ, ଖୁବଶୀଘ୍ର ଭାରତ-ଆମେରିକା ଚୁକ୍ତି

ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ଭାରତ ନିଜର ଅସ୍ତ୍ରାଗାରରେ ଅତ୍ୟାଧୁନିକ ଲଢୁଆ ଡ୍ରୋନ ସାମିଲ କରିବାକୁ ଉଦ୍ୟମ କରିଚାଲିଛି । ଆମେରିକାଠାରୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଭାରତ ସରକାର ଆସନ୍ତା କିଛି…

କରୋନା ବେଳେ ପାରୋଲରେ ଯାଇଥିଲେ, କିନ୍ତୁ ଆଉ ଜେଲ ଫେରିନାହାନ୍ତି ୪୦୦ କଏଦୀ

ମୁମ୍ବାଇ : ମହାମାରୀ କରୋନା ସଂକ୍ରମଣ ବେଳେ ଦେଶର ବିଭିନ୍ନ ଜେଲରୁ କିଛି କଏଦୀଙ୍କୁ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ମହାରାଷ୍ଟ୍ର ଜେଲରେ ଥିବା ୪,୨୫୩ ଜଣଙ୍କୁ କର୍ତ୍ତୃପକ୍ଷ ପାରୋଲରେ ଛାଡ଼ିଥିଲେ। ସେମାନଙ୍କୁ ଠିକ ସମୟରେ ଆସି ଆତ୍ମସମର୍ପଣ କରିବାକୁ…

କିଏ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ? କେନ୍ଦ୍ରମନ୍ତ୍ରୀ ପ୍ରତିମାଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଆଜି ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସାହା କହିଛନ୍ତି ଯେ ପରବର୍ତ୍ତୀ ସରକାର ଗଠନ ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କୁ…

ନିର୍ବଚନରେ ବିଜେପିର ବିଜୟ ପଛରେ ହିମନ୍ତଙ୍କ ରଣନୀତି

ଗୌହାଟୀ: ପୂର୍ବରୁ ପଶ୍ଚିମ ହେଉ କି ଉତ୍ତରରୁ ଦକ୍ଷିଣ ଭାରତର ବିଭିନ୍ନ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ସକ୍ରିୟ ଚେହେରା ଏବଂ ଫାୟାରବ୍ରାଣ୍ଡ ଭାବମୂର୍ତ୍ତି ବିଷୟରେ ଆଲୋଚନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚେହେରା ପ୍ରଥମେ ଆସିଥାଏ। ଏହା…

ଭାରତ-ରୁଷ ସମ୍ପର୍କକୁ ନେଇ ଏହି ବଡ଼ କଥା କହିଲେ ଲାଭରୋଭ

ନୂଆଦିଲ୍ଲୀ : ଭାରତ-ରୁଷ ସଂପର୍କରେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ୍ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭରୋଭ କହିଛନ୍ତି ଯେ ଭାରତ ସହ ରୁଷିଆର…

ୟୁକ୍ରେନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପୁଟିନ! ରିପୋର୍ଟରେ ହେଲା ଖୁଲାସା

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧ ବର୍ଷ ହେବ ଯୁଦ୍ଧ ଜାରି ରହିଛି | ତେବେ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି |…

ସରିନି ସିବିଆଇର ରିମାଣ୍ଡ ଅବଧି, ଜାମିନ ଆବେଦନ କଲେ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀର ତଥା କଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ମନୀଷ ସିସୋଦିଆ ଆଜି ଜାମିନ ଆବେଦନ କରିଛନ୍ତି। ସୋମବାର ଠାରୁ ସିବିଆଇ ତାଙ୍କୁ ରିମାଣ୍ଡ ନେଇଥିବା ବେଳେ ଆସନ୍ତାକାଲି ଏହା ଶେଷ…