ପୋଷ୍ଟ ଅଫିସରେ ଦୁର୍ନୀତି: ମିଥ୍ୟା ଏନ୍ଏସ୍ସି ସାର୍ଟିଫିକେଟ ଦେଇ ୨୦ ହଜାର ଆତ୍ମସାତ
ରାୟଗଡ଼ା: ରାୟଗଡ ଜିଲ୍ଲାର କୁମାର ଡାମୁଣି ଶାଖା ଡାକଘରେ ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ବିରୋଧରେ ଟଙ୍କା ଆତ୍ମସାତ କରିବାର ସଂଗୀନ ଅଭିଯୋଗ। କୁମ୍ଭାରଢାମୁଣି ଗ୍ରାମର ରାମ ଚନ୍ଦ୍ର ପିଡିକାକା କୁମ୍ଭାରଢାମୁଣି ବ୍ରାଞ୍ଚ ପୋଷ୍ଟ ଅଫିସ ଦ୍ବାରା ପ୍ରାୟ ୫୦ ଲକ୍ଷ…
ମାଟ୍ରିକ ପରୀକ୍ଷା : ପୂର୍ବ ବର୍ଷଠାରୁ ୧୦ ପ୍ରତିଶତ କମ୍ ପରୀକ୍ଷାର୍ଥୀ
ଖୋର୍ଦ୍ଧା: ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ ପକ୍ଷରୁ ୧୦ମ ଶ୍ରେଣୀର ସମ୍ମେଟିଭ୍ ଆସେସମେଣ୍ଟ (ଏସ୍ଏ)- ୨ୟ ପରୀକ୍ଷା ମାର୍ଚ୍ଚ ୧୦ ତାରିଖ (ଶୁକ୍ରବାର) ଠାରୁ ଆରମ୍ଭ ହୋଇଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ…
ଛାତରୁ ଖସିପଡ଼ିଲେ + ୨ ଛାତ୍ରୀ
ବଡ଼ବିଲ : ଛାତରୁ ଖସିପଡ଼ି + ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଥାନା ଅଞ୍ଚଳରେ ଘଟିଛି। ତେବେ ଛାତ୍ରୀ ଜଣକ ଛାତରୁ କେମିତି ପଡ଼ିଲେ, ତାହା ଜଣାପଡ଼ି ନାହିଁ। ପୁଲିସ…
ପାକିସ୍ତାନରେ ଦୁଗ୍ଧ ୧୫୦, ଚାଉଳ ୨୧୩, ଚିକେନ ୫୫୦, ଟମାଟର୍ କିଲୋ ୧୨୬ ଟଙ୍କା
ଇସ୍ଲାମ୍ବାଦ୍: ପାକିସ୍ତାନରେ ମହଙ୍ଗା ମାଡ଼ ଏବେ ଲୋକଙ୍କ ରହିବା ମୁସ୍କିଲ୍ କରିସାରିଲାଣି। ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଅନେକ ବଡ଼ ବଡ଼ କମ୍ପାନି ସେମାନଙ୍କ ଅଫିସରେ ତାଲା ଝୁଲାଇଥିବା ବେଳେ ମହଙ୍ଗା ମାଡ଼ରେ ଧନୀ ବ୍ୟକ୍ତିଗଣ ବି ଦେଶ ଛାଡ଼ି ପଳାଉଛନ୍ତି।…
ପୁଣି କୂଟନୈତିକ ସଂପର୍କ ସ୍ଥାପନ କରିବେ ଇରାନ-ସାଉଦି ଆରବ
ତେହେରାନ : ବିଶ୍ବର କୂଟନୈତିକ କ୍ଷେତ୍ରରେ ଏକ ମହତ୍ବପୂର୍ଣ୍ଣ ଘଟଣା ଘଟିଛି । ଦୁଇ ପାରମ୍ପରିକ ଶତ୍ରୁ ଦେଶ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି ହୋଇଛନ୍ତି । ଚୀନ ମଧ୍ୟସ୍ଥତାରେ ଉଭୟ ପକ୍ଷ ପରସ୍ପରର…
୪ର୍ଥ ଟେଷ୍ଟ୍ : ଖ୍ବାଜା, ଗ୍ରୀନଙ୍କ ଶତକ, ଅଷ୍ଟ୍ରେଲିଆ ୪୮୦ରେ ଅଲଆଉଟ୍
ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲୁଥିବା ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୮୦ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୬ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ…
‘ଟାଟା ଷ୍ଟିଲ୍’ ତିଆରି କରିବ ‘ବନ୍ଦେ ଭାରତ ଟ୍ରେନ୍’; ରେଳ ମନ୍ତ୍ରାଳୟ ସହ ହେଲା ଏମଓୟୁ
ନୂଆଦିଲ୍ଳୀ: ଗତ ୩ ବର୍ଷ ହେବ ଭାରତରେ ଚାଲିବା ଆରମ୍ଭ କରିଥିବା ‘ବନ୍ଦେ ଭାରତ ଟ୍ରେନ୍’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍ କମ୍ପାନି ‘ଟାଟା ଷ୍ଟିଲ୍’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି…
୨୦ ମହଲାରୁ ଖସି ଓୟୋରୁମ୍ସ ପ୍ରତିଷ୍ଠାତା ରିତେଶଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ
ଗୁରୁଗ୍ରାମ୍ : କିଛି ଦିନ ତଳେ ବିବାହ କରିଥିବା ‘ଓୟୋରୁମ୍ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ଜୀବନରେ ଦୁଃଖର କଳାବାଦଲ ଘୋଟିଯାଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା…
‘କୁକୁର ମାଂସ’କୁ ନେଇ ମହାରାଷ୍ଟ୍ର-ଆସାମ ମୁହାଁମୁହିଁ
ଗୁଆହାଟୀ : ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ବିବାଦୀୟ ବୟାନ ଆସାମ ବିଧାନସଭାରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ବିଧାୟକ ଓମପ୍ରକାଶ ବାବାରାଓ କାଡୁ ଓରଫ ବଚ୍ଚୁ କାଡୁ ତାଙ୍କ ଏକ ବୟାନରେ ଆସାମବାସୀଙ୍କ ‘କୁକୁର ମାଂସ’ ଖାଇବା…
ମୋ ପରିବାର ଡରିବା ନୁହେଁ, ଲଢ଼ିବା ଜାଣିଛି: ଇଡିର ଚଢ଼ାଉକୁ ନେଇ କହିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ
ନୂଆଦିଲ୍ଲୀ: ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍ ପୋଷ୍ଟ୍ ଜରିଆରେ କେନ୍ଦ୍ର ସରକାର…