ଏଚ୩ଏନ୨ ଭାଇରସରେ ଗଲା ୨ ଜଣଙ୍କ ଜୀବନ
ନୂଆଦିଲ୍ଲୀ : ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…
ମନୀଷ ସିସୋଦିଆ ନିରାଶ, ୭ ଦିନିଆ ରିମାଣ୍ଡରେ ନେବ ଇଡି
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ନିରାଶ। ଆଜି ତାଙ୍କର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି। ଫଳରେ କୋର୍ଟ ତାଙ୍କୁ ୭ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ଇଡି ତାଙ୍କୁ…
ନବ ଦାସ ହତ୍ୟା ଘଟଣା; ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର: ଜୟନାରାୟଣ ମିଶ୍ର
ଭୁବନେଶ୍ବର: ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ…
ଜାମିନ ଆବେଦନ ଶୁଣାଣିର ଦିନକ ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ତାଙ୍କ ଜାମିନ ଆବେଦନର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି…
ଅନଲାଇନ ଗେମିଂ ଆପ ଜରିଆରେ ୧୦୦୦ କୋଟି ଠକେଇ: ମାଷ୍ଟରମାଇଣ୍ଡ ନାଁରେ ଲୁକ ଆଉଟ ସର୍କୁଲାର
ଭୁବନେଶ୍ବର : ଅନଲାଇଇନ ଗେମ ଜରିଆରେ ଟଙ୍କା ଜିତିବାର ଲୋଭ ଦେଖାଇ ପ୍ରାୟ ୧ ହଜାର କୋଟି ଟଙ୍କାର ଠକେଇ ହୋଇଛି। ଏହି ଠକାମୀର ମାଷ୍ଟରମାଇଣ୍ଡ ବିରୋଧରେ ଭୁବନେଶ୍ୱର ଅର୍ଥନୀତିକ ଅପରାଧ ଶାଖା(EOW)ର ଅନୁରୋଧକ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଲକୁ ଆଉଟ…
ନବବଧୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ
ଭୁବନେଶ୍ବର : ଘର କାନ୍ଥରୁ ଲିଭିନି ବାହାଘର ବେଳର ଲେଖା। କାନ୍ଥରେ ଧାଉଧାଉ ଜଳୁଛି ପ୍ରଭାତ ୱେଡ୍ସ ସରିତା। କାନ୍ଥରୁ ସିନା ଲିଭିନି ଲେଖା, ହେଲେ ଲିଭିଯାଇଛି ଜୀବନ ଦୀପ। ଯୌତୁକ ଜୁଈରେ ପୁଣି ବଳି ପଡ଼ିଛନ୍ତି ଜଣେ ନବବଧୂ। ଯୌତୁକ…
ନେତୃତ୍ୱ ସଙ୍କଟରେ ରାଜ୍ୟ କଂଗ୍ରେସ, ସତର୍କ କରାଇଲେ ମୋକିମ୍
କଟକ : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟରେ ନିଜର ଅଂଟା ସଳଖିବା ପାଇଁ ଉଦ୍ୟମ କରୁଥିବାବେଳେ ଆଜି ଦଳର ବରିଷ୍ଠ ନେତା ତଥା ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସର ରାଜ୍ୟ ନେତୃତ୍ୱଙ୍କୁ ସତର୍କ କରାଇଛନ୍ତି । ଜାନକୀ ବଲ୍ଲଭ…
ଏସ୍ଓଜି କ୍ୟାମ୍ପରେ ଅଘଟଣ: ଟ୍ରେନିଂ ସମୟରେ ଯବାନଙ୍କ ବନ୍ଧୁକରୁ ଗୁଳି ବାଜି ଅନ୍ୟ ଜଣେ ଯବାନ ଆହତ
ଭୁବନେଶ୍ବର: ଟ୍ରେନିଂ ସମୟରେ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) କ୍ୟାମ୍ପରେ ଗୁରୁବାର ଅଘଟଣ ଘଟିଛି। ଜଣେ ଯବାନଙ୍କ ବନ୍ଧୁକରୁ ଅସ୍ବାଭାବିକ ଭାବେ ବାହାରି ଆସିଥିବା ଗୁଳିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ…
ରାଷ୍ଟ୍ରୀୟସ୍ତରରେ ସମ୍ମାନିତ ହେଲେ ଓଡ଼ିଶାର ପ୍ରଗତିଶୀଳ କୃଷକ ରାଧେଶ୍ୟାମ ବିଶ୍ୱାଳ
ଭୁବନେଶ୍ବର: ଓଡ଼ିଶା କୃଷି ଜଗତ ଓ କୃଷକମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ବରସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥା ଦ୍ୱାରା ଆପଣା ଯାଇଥିବା ପ୍ରଗତିଶୀଳ କୃଷକ ରାଧାଶ୍ୟାମ ବିଶ୍ୱାଳ ରାଷ୍ଟ୍ରୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ସେ ଗତ ୪ ତାରିଖ ଦିନ…
ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ପାଳନ ଅବସରରେ ଆପଣମାନଙ୍କୁ ଏବଂ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା’ମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ମହିଳା ସଶକ୍ତୀକରଣ ବିଜୁ ଜନତା ଦଳ (ବିଜେଡି)ର ମୁଖ୍ୟ ଫୋକସ୍। ଆମର ପ୍ରିୟ ନେତା ବିଜୁବାବୁ କେବଳ…