ଗତ ୯ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି: ମନ୍ତ୍ରୀ
ଭୁବନେଶ୍ବର: ଗତ ୯ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି…
ବନ୍ୟଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି ଶିକାରୀ: ପିସିସିଏଫ
ଭୁବନେଶ୍ବର: ଜଙ୍ଗଲ ନିଆଁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶିକାରୀ ବନ୍ୟଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି। ଗତକାଲି କନ୍ଧମାଳ ଜିଲ୍ଲାରୁ ନିଆଁ ଲଗେଇବା ବେଳେ ଧରା ପଡ଼ିଛି ଶିକାରୀ। ପ୍ରାୟ ସବୁ ନିଆଁ ମନୁଷ୍ୟକୃତ…
ରାଜ୍ୟରେ ଏବେ ୮ ହଜାର ୨୧୩ ଜଣ ଡାକ୍ତର କାର୍ଯ୍ୟରତ: ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି। ଏଭଳି ସୂଚନା ଦେଇଛନ୍ତି…
ଗୃହରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ଉତ୍ତର ରଖିଲେ ମନ୍ତ୍ରୀ
ଭୁବନେଶ୍ବର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା…
୧୫ରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଭୁବେନଶ୍ବର : ମାର୍ଚ୍ଚ ୧୫ ତାରିଖରୁ ଧର୍ମଘଟ ବସିବ ଡ୍ରାଇଭର ସଂଘ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମାନେ। ଧର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ।…
ମାଟ୍ରିକ୍ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ପରୀକ୍ଷକ ଓ କିରାଣି ନିଲମ୍ବିତ
ପୁରୀ : ମାଟ୍ରିକ୍ ପରୀକ୍ଷାରେ ଅନିୟମିତତା ପାଇଁ ୪ ପରୀକ୍ଷା କେନ୍ଦ୍ରର ବହୁ ସୁପରିଟେଣ୍ଡେଣ୍ଟ, ପରୀକ୍ଷକଙ୍କ ସମେତ ଜଣେ କିରାଣି ନିଲମ୍ବିତ ହୋଇଛନ୍ତି। କପି ପାଇଁ ମୁଲଚାଲ ଅଡିଓ ଭାଇରାଲ ଘଟଣାରେ ତଥା ରାଜ୍ୟ ମୁକ୍ତାକାଶ ବିଦ୍ୟାଳୟ(ଏସ୍ଓଏସ୍) ପରୀକ୍ଷା ଅନିୟମିତତା ପାଇଁ…
ଓଡ଼ିଶାରେ କେତେ ଅଛନ୍ତି ବାଂଲାଦେଶୀ? ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାରେ କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅଛନ୍ତି? ସେମାନଙ୍କ ଭିତରୁ କେତେ ଜଣ ବେଆଇନ୍ ଭାବେ ଅଛନ୍ତି? ଆଜି ବିଧାନସଭାରେ ଧମାନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏପରି ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି,…
‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ପାଇଲା ଭାରତୀୟ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’
ନୂଆଦିଲ୍ଲୀ: କାର୍ତିକି ଗନ୍ସାଲ୍ଭେସ୍ ଏବଂ ଗୁନୀତ୍ ମୋଙ୍ଗାଙ୍କ ‘ନେଟ୍ଫ୍ଲିକ୍ସ୍’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏହା ଭାରତୀୟ ସିନେପ୍ରେମୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି।…
ପରୀକ୍ଷାମୂଳକ ଭାବେ ବୁଡ଼ାଜାହାଜରୁ ୨ଟି ‘ଷ୍ଟ୍ରାଟେଜିକ୍ କ୍ରୁଜ୍ ମିସାଇଲ୍’ ଉତ୍କ୍ଷେପଣ କଲା ଉତ୍ତର କୋରିଆ
ସିଓଲ୍: ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘ଷ୍ଟ୍ରାଟେଜିକ୍ କ୍ରୁଜ୍ ମିସାଇଲ୍’ ପରୀକ୍ଷାମୂଳକ ଉତ୍କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ‘କେସିଏନ୍ଏ’…
ଦିଲ୍ଲୀ ମହିଳା କମିସନ ମୁଖ୍ୟଙ୍କ ପୂର୍ବତନ ସ୍ବାମୀ ସ୍ବାତୀଙ୍କ ନାର୍କୋ ପରୀକ୍ଷା ପାଇଁ ଦାବି
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ବାତୀଙ୍କ ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ ନାର୍କୋ ପରୀକ୍ଷା ପାଇଁ ଦାବି କରିଛନ୍ତି। ନବୀନ ଜୟହିନ୍ଦ…