ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି

ନୂଆଦିଲ୍ଲୀ : ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର…

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦୁଇବର୍ଷରେ ବିମାନ ଭଡ଼ା ଖର୍ଚ୍ଚ୩୧.୩୮କୋଟି

ଭୁବନେଶ୍ବର : ରାଜକୋଷ ପାଣ୍ଠିରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀମାନେ ନିଜର ବିମାନରେ ବୁଲିବା ସଉକକୁ ପୂରା କରିଛନ୍ତି । ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩…

ଆଇସିୟୁର ସ୍ଥିତି ଯାଞ୍ଚ ପାଇଁ ନିର୍ଦେଶ

ଭୁବନେଶ୍ବର : ଇନଫ୍ଲୁଏଞ୍ଜାର ଆରଟିପିସିଆର ପରୀକ୍ଷଣ ପାଇଁ କିଟ୍ କ୍ରୟ ସହିତ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ ଏବଂ ଆଇସିୟୁର ସ୍ଥିତି ଯାଞ୍ଚ ନେଇ ଚିଠି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ, ଏମସିଏଚ ଅଧୀକ୍ଷକ,…

ଚାଷରେ ବଢ଼ୁଛି ବିଦ୍ୟୁତ୍‌ ବ୍ୟବହାର: ଚାଷୀଙ୍କ ଉପରେ ବୋଝ ପଡ଼ୁଛି

ଭୁବନେଶ୍ବର : ରାଜ୍ୟର କୃଷି କ୍ଷେତ୍ରରେ ବଢୁଛି ବିଜୁଳିର ବ୍ୟବହାର। କୃଷି ବିଭାଗର ତଥ୍ୟ ଅନୁସାରେ, ୨୦୧୬ ମସିହାରେ ହେକ୍ଟର ପିଛା ୧.୬ କିଲୋୱାଟର ବିଜୁଳି ଶକ୍ତି ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ଏହା ୨.୨୩ କିଲୋୱାଟରେ ପହଞ୍ଚିଛି। ଏହା କୃଷି…

ପୁରୀ ସହର: ୩ହଜାର କୋଠାରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ପୁରୀ:‌ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ପରେ ପୁରୀ ସହରର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି। ସୌଭାଗ୍ୟକୁ କେହି ମୃତାହତ ହୋଇନଥିଲେ ବି କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପିକେଡିଏ ପ୍ଲାନିଂ ନିୟମକୁ ପାଦରେ…

ଶ୍ରୀକ୍ଷେତ୍ର ଗାଥା ବଖାଣିବ ନରେନ୍ଦ୍ର ପୁଷ୍କରିଣୀ କାନ୍ଥ

ପୁରୀ: ନୂଆ ରୂପ ନେଉଛି ନରେନ୍ଦ୍ର ପୁଷ୍କରିଣୀ। କାଚକେନ୍ଦୁ ଭଳି ଝଲମଲ ଜଳରାଶି ‌ପାଇଁ ଚାଲିଛି ପଙ୍କୋଦ୍ଧାର। ଔଷଧୀୟ ଗୁଳ୍ମରେ ତୀର୍ଥ ଜଳକୁ ବିଶୋଧନ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଚନ୍ଦନ ସରୋବରର ଚତୁଃପାର୍ଶ୍ବକୁ ଆକର୍ଷଣୀୟ କରିବା ପାଇଁ ୨୮୨ଟି…

ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି: ଗୃହ ରାଷ୍ଟ୍ର ମନ୍ତ୍ରୀ

ଭୁବ‌ନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି ବୋଲି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରେ ‌ସେ କହିଛନ୍ତି, ପୂର୍ବରୁ ୬୪୩ଟି ପୁଲିସ ଥାନା…

ଓଡ଼ିଶାର ବନାଗ୍ନି ଦେଶରେ ସର୍ବାଧିକ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାକ କରି ପତ୍ର ଦେଇଛନ୍ତି। ଶ୍ରୀ ପ୍ରଧାନ ଏହି…

ବିଧାନସଭାରେ ଜୟନାରାୟଣଙ୍କ ପ୍ରଶ୍ନ; 5T ଏକ ବିଭାଗ କି? ଏହାର ଅଫିସ କେଉଁଠି?

ଭୁବନେଶ୍ବର : 5T ଟା କ’ଣ ବୁଝା ପଡୁନି । ଏହା କ’ଣ ଏକ ବିଭାଗ ? ଯଦି ଏହା ଏକ ବିଭାଗ, ତେବେ ଏହାର ଅଫିସ କେଉଁଠି ଅଛି? ସୋମବାର ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ…

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବ‌ନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର…