Spread the love

ଭୁବନେଶ୍ବର: ଲେଡ଼ି ଡନ ଗିରଫ। ଶୈଳଶ୍ରୀ ବିହାର ଅଞ୍ଚଳରେ ନିଜକୁ BMC ଅଧିକାରୀ କହି ଜୋର୍ ଜବରଦସ୍ତ ଆଦାୟ କରୁଥିଲେ ଟଙ୍କା।  ଏଠାରେ ଆତଙ୍କ ଖେଲାଉଥିବା ସମୟରେ ସ୍ଥାନୀୟ ସମାଜସେବୀ ଦିଲୀପ ସାହୁ ପ୍ରତିବାଦ କରିଥଲେ। ଲେଡ଼ି ଡନଙ୍କ ସହ ଥିବା ବାଉଁଶର କାରରୁ ମାରଣାସ୍ତ୍ର ଆଣି ଡରାଇଥିଲେ।

ହେଲେ ସ୍ଥାନୀୟ  ଦୋକାନୀ ଯୁବକ ତାଙକୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଲେଡ଼ି ଡନ ଅନୁ ମିଶ୍ର ଓ ତାଙ୍କ ବାଉଁଶରଙ୍କୁ ପୋଲିସ୍ ଗିରଫ କରିଛି। ସେ ବ୍ୟବହାର କରୁଥିବା କାର ଓ ମାରଣାସ୍ତ୍ର ଜବତ କରିଛି ପୋଲିସ।

Leave a Reply

Your email address will not be published. Required fields are marked *