ବାର୍ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ତାର, ନିଜେ ପଡ଼ିଗଲେ ବନ ଜଗୁଆଳି
ଦଶପଲ୍ଲା : ବାର୍ହା ଶିକାର ପାଇଁ ବିଦ୍ୟୁତ ତାର ବିଛେଇ ଥିଲେ। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବନ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ଫରେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି।…