Month: October 2023

ସୁପ୍ରିମ କୋର୍ଟଙ୍କ କ୍ଷୋଭ, ଆରଟିଆଇ ଆଇନ ଏବେ ‘ମୃତ’

ନୂଆଦିଲ୍ଲୀ : ୨୦୦୫ରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନ ଅତି ଶୀଘ୍ର ଏକ ‘ମୃତ ଆଇନ’ରେ ପରିଣତ ହୋଇଯାଇଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କୁ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଆସିଥିବା ଏହି…

ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ୫ ରାଜ୍ୟକୁ ମାଗିଲେ ବାୟୁ ପ୍ରଦୂଷଣ ମୁକାବିଲା ତଥ୍ୟ

ନୂଆଦିଲ୍ଲୀ : ବିପଜ୍ଜନକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାଞ୍ଚ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ପ୍ରଦୂଷଣ ମୁକାବିଲା ପାଇଁ କି କି ପଦକ୍ଷେପ ଗ୍ରହଣ କରିଛ ତାର ବିସ୍ତୃତ ବିବରଣୀ ଦେବାକୁ ପାଞ୍ଚ ରାଜ୍ୟକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ।…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କଲା ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ : ଏଣିକି ବିନା ଭିସାରେ ଥାଇଲ୍ୟାଣ୍ଡ ଗସ୍ତ କରିପାରିବେ ଭାରତୀୟ। ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ…

ହ୍ୟାକରର ଦାବି, ଲିକ୍ ହୋଇଛି ୮୧ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ!

ନୂଆଦିଲ୍ଲୀ : ଦେଶରେ ସବୁଠାରୁ ବଡ଼ ହ୍ୟାକିଂ। ୮୧ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଗୋପନ ତଥ୍ୟା ଲିକ୍ ହୋଇଛି। ଲିକ୍ ହୋଇଥିବା ଡାଟା ଆଇସିଏମ୍ଆରର ବୋଲି ଜଣାପଡ଼ିଛି। କୋଭିଡ ପରୀକ୍ଷଣ ସମୟରେ କୋଟି କୋଟି ଲୋକଙ୍କ ତଥ୍ୟ ସଂଗୃହୀତ କରିଥିବା ଆଇସିଏମଆରର…

ବ୍ୟାଙ୍କରେ ପଶିଲା ବନ୍ୟା ଜଳ, ନଷ୍ଟ ହେଲା ୪୦୦ କୋଟି ଟଙ୍କାର ନୋଟ୍

ନୂଆଦିଲ୍ଲୀ : ବ୍ୟାଙ୍କ୍ ଟଙ୍କା ନଷ୍ଟ ନେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ…

ଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି।…

ନିର୍ବାଚନ ପୂର୍ବରୁ ଏହି କାରଣରୁ ଆପ ନେତାଙ୍କୁ ବାନ୍ଧି ନେଇଗଲା ପୁଲିସ

ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟି କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନଭେମ୍ବର ୨୫ରେ ରାଜସ୍ଥାନର ୨୦୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ସହ ଫଳାଫଳ…

୨୪ ଘଣ୍ଟାରେ ୬୦୦ ହମାସ୍‌ ଆଡ଼ାରେ ଆକ୍ରମଣ

ନୂଆଦିଲ୍ଲୀ : ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍‌ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ…

ଯୁଦ୍ଧ ପ୍ରସ୍ତୁତି କରୁଛି ଇରାନ୍ ! କଲା ହାଇଦର କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷା

ତେହେରାନ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଇସ୍ରାଏଲ ଏବେ ଗାଜା ଉପତ୍ୟକାରେ ସ୍ଥଳ ଆକ୍ରମଣ ଆରମ୍ଭ କରିଛି। ସେପଟେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣର…

ହ୍ୟାକ୍‌ ଆଲର୍ଟ ଆସିବା ପରେ ସଫେଇ ଦେଲେ ସରକାର

ନୂଆଦିଲ୍ଲୀ : ହଠାତ୍‌ ଥରି ଉଠିଲା ଫୋନ୍। କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଆଇ ଫୋନ୍‌କୁ ଆସିଲା ହ୍ୟାକ୍‌ ଆଲର୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର, ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ମହୁଆ ମୋଇତ୍ରା ଓ ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ…