Month: September 2023

ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ବର: ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଆଣିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭିତରକୁ ନଛାଡି ବାରଣ କରିଥିଲେ । ଏନେଇ ଉଭୟ…

ଜଷ୍ଟିନ ଟ୍ରୁଡ଼ୋଙ୍କ ବିରୋଧରେ ହିନ୍ଦୁ ସଂଗଠନର ବିକ୍ଷୋଭ

ନୂଆଦିଲ୍ଲୀ: କାନାଡ଼ା ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ବିରୋଧରେ ଲଗାତାର ଭିତ୍ତହୀନ ଅଭିଯୋଗ କରିଚାଲିଛନ୍ତି। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଜି ଦିଲ୍ଲୀର ଯନ୍ତର ମନ୍ତରଠାରେ ମିଳିତ ହିନ୍ଦୁ…

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍

ଭଞ୍ଜନଗର: ବାପ୍ ରେ କି ନିଆଁ । ବିଚ୍ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ନିଆଁର ଦାଉ ଦେଖିଲେ ଯେକେହିବି ଅନୁମାନ କରିପାରୁବ କଣ ଅବସ୍ଥା ହୋଇଥିବ ସେଥିରେ ବସିଥିବା ଯାତ୍ରୀମାନଙ୍କର । ଏଭଳି ଅଘଟଣକୁ…

ଯବାନଙ୍କ ଚାପୁଡ଼ାରେ ୫୪ ବର୍ଷିୟ ବ୍ୟକ୍ତି ମୃତ

ନାଗପୁର: ନାଗପୁର ସହରରେ କାର୍‌ ହେଡ୍‌ଲାଇଟ୍‌ ପଡ଼ିବା ଘଟଣାରେ ଯୁକ୍ତିତର୍କ କରୁଥିବା ବେଳେ ‘ଷ୍ଟେଟ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ର (ଏସ୍‌ଆର୍‌ପିଏଫ୍‌) ଜଣେ ଯବାନଙ୍କଠାରୁ ଚାପୁଡ଼ା ଖାଇ ଜଣେ ୫୪ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ…

ପାର୍କରେ ଘାସ କାଟିବାବେଳେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ ଅଭାବନୀ୍ୟ ଘଟଣା ଘଟିଛି । ପାର୍କରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଖଦାଳପଡାର ବାସନ୍ତୀ ଦାସ ବୋଲି…

ମାତ୍ର ୧୫୦୦ ଟଙ୍କା ପାଇଁ ମହିଳାଙ୍କୁ ଉଲଗ୍ନ କରି ପିଟିଲେ, ପରେ ପରିସ୍ରା ପିଆଇଲେ

ମାତ୍ର ୧୫୦୦ଟଙ୍କା ପାଇଁ ଦଳିତ ମହିଳାଙ୍କ ସହ ବର୍ବରତା । ଧାର ଟଙ୍କା ଫେରାଇ ନପାରିବାରୁ ମହିଳାଙ୍କୁ ନିର୍ବସ୍ତ୍ର କରି ପିଟିଲେ । ଏତିକି କରି ମନ ନଭରିବାରୁ ମହିଳାଙ୍କୁ ନିଜ ପରିସ୍ରା ପିଆଇଲେ । କାନ୍ଦି କାନ୍ଦି ଚିତ୍କାର କରୁଥିଲେ…

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୋଲିସକୁ ପୁଣି ସଫଳତା । ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ସ୍କର୍ପିଓ କାର୍‌ ଜବତ ସହ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଝାଡଖଣ୍ଡରୁ ଗଞ୍ଜେଇ ଚୋରା…

ଶ୍ରମିକଙ୍କ ଉପରେ ମାଡିଗଲା କାର: ୩ ମୃତ, ୨ ଗୁରୁତର

ମହାରାଷ୍ଟ୍ର କଲ୍ୟାଣ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ୫ ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଜମ୍ମୁ ଓ କଶ୍ମୀରରେ ଗିରଫ ହେଲେ ୫ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ

ଶ୍ରୀନଗର: ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍‌ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍‌’ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ‘ହାଇବ୍ରିଡ୍‌’ ଆତଙ୍କବାଦୀମାନେ ସ୍ବାଭାବିକ ସାମାଜିକ…

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଟିମିନା କିଷାନପଡ଼ାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବିପିନ ଟପୋ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଟିମିନା କିଷାନପଡ଼ାର ବିପିନ…