ଏହା ପୂର୍ବରୁ ୧୮ ତାରିଖରେ ନାସିକ ଜିଲ୍ଲାର ମୁମ୍ବାଇ-ଆଗ୍ରା ହାଇୱେରେ ସଡ଼କ ଦୁର୍ଘଟଣା ଘଟିଥିଲା । ରାସ୍ତାରେ ଛିଡା ହୋଇଥିବା ଏକ କଣ୍ଟେନରକୁ ଦ୍ରୁତ ଗତିରେ ଏକ କାର ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । ମୃତକଙ୍କ ମଧ୍ୟରେ ବିଜେପି ନେତା ସାମିଲ ଥିଲେ