ରେଜଲ୍ଟ ବାହାରିବାର ୨ ଦିନରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ
ହାଇଦ୍ରାବାଦ : ପରୀକ୍ଷା ଫଳ ପ୍ରକାଶିତ ହେବାର ୨ ଦିନ ମଧ୍ୟରେ ଜୀବନ ହାରିଲେଣି ୧୦ ଛାତ୍ରଛାତ୍ରୀ। ଏପରି ଚାଞ୍ଚଲ୍ୟକର ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ପରୀକ୍ଷାରେ ଫେଲ୍ ହେବାରୁ କୋମଳମତି ଛାତ୍ରଛାତ୍ରୀ ଏଭଳି…