ସବୁ ପୋଷ୍ଟମାଷ୍ଟର ଏବଂ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ, ପଶିବ ସିବିଆଇ
ଭୁବନେଶ୍ବର : ପୋଷ୍ଟାଲ ଡିପାର୍ଟମେଣ୍ଟରେ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଛନ୍ତି ମହାଡାକପାଳ। ଫେକ୍ ସାର୍ଟିଫିକେଟରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାଲ ସାର୍ଟିଫିକେଟ…