୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ : ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା, ମଶନ ଶକ୍ତି ପ୍ରକଳ୍ପର ସମୀକ୍ଷା ସହ ପରିଦର୍ଶନ କଲେ ହକି ପ୍ରଶିକ୍ଷଣ କେନ୍ଦ୍ର
ସୁନ୍ଦରଗଡ଼/ରାଉରକେଲା : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ଦ୍ବିଦିବସୀୟ ସୁନ୍ଦରଗଡ ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବଣାଇଁ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବିରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ…