Category: ଦେଶ-ବିଦେଶ

ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କଲେ ଖଲିସ୍ତାନୀ ସମର୍ଥକ

ବ୍ରିଜ୍‌ବେନ୍‌: ଆଜି ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍‌ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି। ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି…

କୋଭିଡ୍‌ ଉତ୍ପତ୍ତି ବିଷୟରେ ସତ କୁହନ୍ତୁ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜିନିଭା: କୋଭିଡ୍‌-୧୯ର ଉତ୍ପତ୍ତି ବିଷୟରେ ଯାହା ଜାଣନ୍ତି, ସତ କୁହନ୍ତୁ ବୋଲି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସମସ୍ତ ରାଷ୍ଟ୍ରଙ୍କୁ ଅନୁରୋଧ କରି କହିଛି। ଚୀନ୍‌ ସମ୍ପୂର୍ଣ୍ଣ ଅସ୍ବୀକାର କରୁଥିଲେ ବି ଆମେରିକା ପୁଣି କୋଭିଡ୍‌-୧୯ର ଉତ୍ପତ୍ତିକୁ ‘ଚୀନା ଲ୍ୟାବ୍‌…

ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇ କଂଗ୍ରେସ ନେତା କୌସ୍ତୁଭ ବାଗ୍‌ଚି ଗିରଫ

କୋଲ୍‌କାତା: ଗୋଟାଏ ଘରୋଇ ଟେଲିଭିଜନ୍‌ ‘ଟଅକ୍‌ ସୋ’ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଅସମ୍ମାନଜନକ ଟିପ୍ପଣୀ ଦେଇଥିବା କଂଗ୍ରେସ ନେତା ତଥା ଆଡ୍‌ଭୋକେଟ୍‌ କ‌ୌସ୍ତୁଭ ବାଗ୍‌ଚିଙ୍କୁ କୋଲ୍‌କାତା ପୁଲିସ ଗିରଫ କରିଛି। ଟିପ୍ପଣୀ ଦେବା ପରେ କଂଗ୍ରେସ ନେତା କୌସ୍ତୁଭଙ୍କ…

ବଢ଼ୁଛି ଥଣ୍ଡା, କାଶ, ଜ୍ୱର ଘଟଣା: କେନ୍ଦ୍ର ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ଲୋକମାନେ ଜ୍ୱର, କାଶ ଓ ଥଣ୍ଡା ଭଳି ଲକ୍ଷଣ ଥିବା ରୋଗରେ ପଡ଼ିବାରେ ଲାଗିଛନ୍ତି। ବିଗତ ଦୁଇ ମାସ ହେଲାଣି ସମସ୍ତଙ୍କୁ ଏହି ଲକ୍ଷଣ ସବୁ ଦେଖା ଯାଉଛି। ଦୀର୍ଘଦିନ ଧରି ଜ୍ୱର…

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଅଭିନେତା ଶିଜାନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିନେତା ଶିଜାନ ଖାନଙ୍କୁ ଆଜି ଜାମିନ ମିଳିଛି। ଅଭିନେତ୍ରୀଙ୍କ ପରିବାର ଲୋକେ ତୁନିଶାଙ୍କ କୋ-ଷ୍ଟାର୍ ଶିଜାନ୍ ଖାନ୍‌ଙ୍କୁ ଏହି ଘଟଣା ପାଇଁ ଦାୟୀ କରିବାରୁ ପୁଲିସ ତାଙ୍କୁ…

‘ମନୀଷ ସିସୋଦିଆଙ୍କ ଚିତ୍ର ଆଙ୍କ, ନଚେତ ଫେଲ କରିଦେବୁ’ ସ୍କୁଲ ପିଲାଙ୍କୁ ମିଳିଲାଣି ଧମକ!

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆଦମୀ ପାର୍ଟି ନିଜର ଭାବମୂର୍ତ୍ତିକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛି । ଅନ୍ୟପକ୍ଷରେ, ଦିଲ୍ଲୀ ବିଜେପି ପକ୍ଷରୁ ଆମ୍ ଆଦମୀ ପାର୍ଟି ଉପରେ ଏକ ବଡ ଅଭିଯୋଗ…

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ

କୋଲକତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି। କଲିକତାର ବାଲିଗଞ୍ଜଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ସତ୍ୟବ୍ରତ ମୁଖାର୍ଜୀ କେନ୍ଦ୍ରମନ୍ତ୍ରୀ ଥିଲେ…

ଚର୍ଚ୍ଚାରେ ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ ’ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କୈଳାସ’

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ କୈଳାସ’ (ୟୁଏସ୍‌କେ)ର ପ୍ରତିନିଧିମାନେ ଗତ ମାସରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବା ପରେ ୟୁଏସ୍‌କେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ନିତ୍ୟାନନ୍ଦ…

ଭାରତ ପାଇବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଡ୍ରୋନ, ଖୁବଶୀଘ୍ର ଭାରତ-ଆମେରିକା ଚୁକ୍ତି

ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ଭାରତ ନିଜର ଅସ୍ତ୍ରାଗାରରେ ଅତ୍ୟାଧୁନିକ ଲଢୁଆ ଡ୍ରୋନ ସାମିଲ କରିବାକୁ ଉଦ୍ୟମ କରିଚାଲିଛି । ଆମେରିକାଠାରୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଭାରତ ସରକାର ଆସନ୍ତା କିଛି…

କରୋନା ବେଳେ ପାରୋଲରେ ଯାଇଥିଲେ, କିନ୍ତୁ ଆଉ ଜେଲ ଫେରିନାହାନ୍ତି ୪୦୦ କଏଦୀ

ମୁମ୍ବାଇ : ମହାମାରୀ କରୋନା ସଂକ୍ରମଣ ବେଳେ ଦେଶର ବିଭିନ୍ନ ଜେଲରୁ କିଛି କଏଦୀଙ୍କୁ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ମହାରାଷ୍ଟ୍ର ଜେଲରେ ଥିବା ୪,୨୫୩ ଜଣଙ୍କୁ କର୍ତ୍ତୃପକ୍ଷ ପାରୋଲରେ ଛାଡ଼ିଥିଲେ। ସେମାନଙ୍କୁ ଠିକ ସମୟରେ ଆସି ଆତ୍ମସମର୍ପଣ କରିବାକୁ…