ହିତାଧିକାରୀଙ୍କୁ ମିଳିବ ମୁକ୍ତ-ମାଲିକାନା: ଉପକୃତ ହେବେ ଲକ୍ଷେ ଲିଜଧାରୀ
ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କଠାରୁ ଘର ବା ପ୍ଲଟ୍ ନେଇଥିବା ନାଗରିକମାନଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ମିଳିବ ମୁକ୍ତ ମାଲିକାନା। ଅର୍ଥାତ୍ ସେମାନେ ଘରର ମାଲିକ ଏବଂ ସେଇ ଘରଡିହର ବି…
୫୫ ନମ୍ବର ଜାତୀୟ ରାଜପଥରେ ୪ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ୩ ମୃତ, ଜଣେ ଗୁରୁତର
ଛେଣ୍ଡିପଦା/ବଡ଼କେରା(ଅନୁଗୁଳ): ପିକ୍ଅପ୍ ଭ୍ୟାନ୍ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବାଇକ୍ ଆରୋହୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ଣ ସମୟରେ ୫୫ ନମ୍ବର ଜାତୀୟ ରାଜପଥର…
ବିଏସ୍ଏଫ୍ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ, ବୟସ କୋହଳ ହେବ
ନୂଆଦିଲ୍ଲୀ : ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବୋଲି ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହାଛଡ଼ା ସେମାନଙ୍କ ଲାଗି ବୟସରେ ମଧ୍ୟ କୋହଳ କରାଯିବ ବୋଲି…
୪ର୍ଥ ଟେଷ୍ଟ: କୋହଲିଙ୍କ ଶତକ ପରେ ଅର୍ଦ୍ଧଶତକ ହାସଲ କଲେ ଅକ୍ଷର, ଭାରତର ସ୍କୋର ୫୫୦ ଟପିଲା
ଅହମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବିରାଟ କୋହଲିଙ୍କ ଶତକ ପରେ ଏବେ ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଅକ୍ଷର ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି। ସେ ୯୫ଟି…
ଅନୁରାଗ ସିଂହ ଠାକୁରଙ୍କ ଦ୍ବାରା ପୁନେଠାରେ ଚତୁର୍ଥ ୱାଇ୨୦ ପରାମର୍ଶ ସଭା ଉଦ୍ଘାଟିତ
ପୁନେ : ଚତୁର୍ଥ ୱାଇ୨୦ ପରାମର୍ଶ ବୈଠକ ଆଜି ପୁନେସ୍ଥିତ ସିମ୍ବାଓସିସ୍ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ (ଏସ୍ଆଇୟୁ)ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା…
ରାଜ୍ୟ ନିର୍ବାଚନରେ ସ୍ନାତକ ପ୍ରାର୍ଥୀ ଓ ବିଜେତାଙ୍କ ସଂଖ୍ୟା ବଢ଼ୁଛି
ମୁମ୍ବାଇ : ବିଭିନ୍ନ ରାଜ୍ୟ ପାଇଁ ହେଉଥିବା ନିର୍ବାଚନରେ ଭାଗ ନେଉଥିବା ରାଜନେତାମାନଙ୍କ ମଧ୍ୟରେ ସ୍ନାତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି। ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ଏଥିରେ ପୂର୍ବ ନିର୍ବାଚନଗୁଡ଼ିକ…
ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା
କ୍ବିନ୍ସଲାଣ୍ଡ : ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ…
ମୁମ୍ବାଇର ଯୋଗେଶ୍ବରୀରେ ଅଟୋ ଉପରେ ଲୁହା ପାଇପ୍ ପଡ଼ିବାରୁ ମାଆ ଓ ଝିଅ ମୃତ
ମୁମ୍ବାଇ: ଶନିବାର ଦିନ ପୂର୍ବ ଯୋଗେଶ୍ବରୀ ଅଞ୍ଚଳରେ ଗୋଟାଏ ଅଟୋରିକ୍ସା ଉପରେ ଏକ ଲୁହା ପାଇପ୍ ପଡ଼ିଯିବାରୁ ସେଥିରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ,…
ଭାରତକୁ ଭଲପାଏ, ଭାରତ ବିଚିତ୍ର ଦେଶ: ହୋଲିରେ ଅସଦାଚରଣ ସରବ୍ୟ ହୋଇଥିବା ଜାପାନୀ ଝିଅ
ନୂଆଦିଲ୍ଲୀ: ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ମାଗୁଛନ୍ତି ବୋଲି ଶନିବାର ଦିନ ଟୁଇଟ୍ କରି ହୋଲି ଦିନ…
ରାହୁଳଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର – ପ୍ରଜ୍ଞା ଠାକୁର
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି। ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ…