ମଦ କିଣିଲେ ବୋତଲ ପିଛା ଦେବାକୁ ପଡ଼ିବ ୧୦ ଟଙ୍କାର ଗୋ-କର

ସିମଳା : ମଦ ଉପରେ ଲାଗିଛି ଗୋ-କର ବା କାଓ ସେସ। ଯଦି କେହି ମଦ କିଣନ୍ତି, ତା’ହେଲେ ତାଙ୍କୁ ବାଧ୍ୟତାମୂଳକ ଭାବେ ବୋତଲ ପିଛା ୧୦ ଟଙ୍କାର ଗୋ-କର ଦେବାକୁ ପଡ଼ିବ। ହିମାଚଳ ପ୍ରଦେଶ ସରକାର ଏପରି ନିୟମ ଲାଗୁ…

ନାଟକୀୟ ଧରପଗଡ଼ ପରେ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହ ଗିରଫ

ଚଣ୍ଡୀଗଡ଼ : ଆତ୍ମଘୋଷିତ ମୌଳବାଦୀ ଶିଖ ପ୍ରଚାରକ ଓ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂହକୁ ଶେଷରେ ଗିରଫ କରିଛି ପଞ୍ଜାବ ପୁଲିସ୍‌। ବେଶ ନାଟକୀୟ ଢଙ୍ଗରେ ତାକୁ ଗୋଡ଼ାଇ ଗୋଡ଼ାଇ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି। ୭ ଜିଲ୍ଲାର ପୁଲିସ୍‌…

ନୂଆ ଭାରତରେ ମଦ୍ରାସାର ଆବଶ୍ୟକତା ନାହିଁ କହିଲେ ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ : ଆସାମରେ କ୍ଷମତାସୀନ ବିଜେପି ସରକାର ରାଜ୍ୟରେ ବାକି ରହିଥିବା ମଦ୍ରାସା ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ସହାୟତାରେ ଚାଲିଥିବା ମଦ୍ରାସାଗୁଡ଼ିକୁ ସାଧାରଣ ସ୍କୁଲରେ ପରିଣତ କରାଯାଇଥିଲା। ଏବେ ମୁସଲିମ ସଂପ୍ରଦାୟର ପିଲାମାନେ…

୫ ୱିକେଟରେ ଜିତିଲା ଭାରତ

ମୁମ୍ବାଇ : ଟେଷ୍ଟ ଫର୍ମାଟରେ କ୍ରମାଗତ ବିଫଳ ଓ ଭାରତୀୟ ଟିମର ଉପ ଅଧିନାୟକ ପଦରୁ ବିଦା ହେବା ପରେ ଜବରଦସ୍ତ କମବ୍ୟାକ କରିଛନ୍ତି କେଏଲ ରାହୁଲ। ନିଜର ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରାହୁଲ ଆଜି ଅଷ୍ଟ୍ରେଲିଆ ବିପକ୍ଷ…

୨୦ ଯାଏ କୋହଲା ରହିବ ପାଗ, ୧୮ରେ କୁଆପଥର ବର୍ଷା

ଭୁବନେଶ୍ବର : ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ କେତେକ ଅଞ୍ଚଳରେ ମେଘୁଆ ପାଗ ଦେଖାଦେଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୧୮ ତାରିଖରେ ଅଧିକ ସ୍ଥାନରେ ବର୍ଷା ହୋଇପାରେ। ସେହିଦିନ…

ସ୍ୱାଭାବିକ ହେଲା ବସ୍‌ ଚଳାଚଳ, ଯାତ୍ରୀ ଆଶ୍ୱସ୍ତ

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ଆଜି ସକାଳେ ରାଜ୍ୟ ଘରୋଇ ବସ୍‌ ମାଲିକ…

ରାୟଗଡ଼ା ହାଜତ ମୃତ୍ୟୁ ମାମଲା: ୧୦ ଲକ୍ଷ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାୟଗଡ଼ା ଗେରେଙ୍ଗାଗୁଡ଼ା ଗ୍ରାମର ପୀଡେରା କଡ଼ାଇସିକା ହାଜତ ମୃତ୍ୟୁ ମାମଲାରେ ସିଆରପିଏଫ୍‌ ଓ ପୁଲିସ ବିଭାଗକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଖରେ ଏହି ଟଙ୍କା ଡିପୋଜିଟି କରିବାକୁ…

ଓଡ଼ିଶା ଗସ୍ତରେ ଆସିବେ ମମତା, ନବୀନଙ୍କୁ ଭେଟିପାରନ୍ତି

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମମତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ରାତିରେ…

ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ

ଭୁବେନଶ୍ବର : ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ। ଇଲେକ୍ଟ୍ରି କାର ବା ଦୁଇ ଚକିଆ କିଣିବାକୁ ସରକାର ଦେବେ ଆଡଭାନ୍ସ। ଗ୍ରୁପ୍‌ ଏ’ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍‌ କିଣିବାକୁ ଆଡଭାନ୍ସ ମିଳିବ। କାର ଦାମର…

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଡ୍ରାଇଭର ଆନ୍ଦୋଳନ ସ୍ଥଗିତ। ଏନେଇ ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି। ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜି ସମାନ…