Spread the love

ଭୁବେନଶ୍ବର : ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ। ଇଲେକ୍ଟ୍ରି କାର ବା ଦୁଇ ଚକିଆ କିଣିବାକୁ ସରକାର ଦେବେ ଆଡଭାନ୍ସ। ଗ୍ରୁପ୍‌ ଏ’ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍‌ କିଣିବାକୁ ଆଡଭାନ୍ସ ମିଳିବ। କାର ଦାମର ୭୫% ବା ସର୍ବାଧିକ ୧୫ ଲକ୍ଷ ଆଡଭାନ୍ସ ମିଳିବ। ଠିକ୍‌ ସେହିପରି ଗ୍ରୁପ୍‌ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ମିଳିବ।
ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ ମିଳିବ। ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା ହେବ। ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି।

Leave a Reply

Your email address will not be published. Required fields are marked *