ଭାରତ-ରୁଷ ସମ୍ପର୍କକୁ ନେଇ ଏହି ବଡ଼ କଥା କହିଲେ ଲାଭରୋଭ

ନୂଆଦିଲ୍ଲୀ : ଭାରତ-ରୁଷ ସଂପର୍କରେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ୍ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭରୋଭ କହିଛନ୍ତି ଯେ ଭାରତ ସହ ରୁଷିଆର…

ୟୁକ୍ରେନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ପୁଟିନ! ରିପୋର୍ଟରେ ହେଲା ଖୁଲାସା

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୧ ବର୍ଷ ହେବ ଯୁଦ୍ଧ ଜାରି ରହିଛି | ତେବେ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି |…

ସରିନି ସିବିଆଇର ରିମାଣ୍ଡ ଅବଧି, ଜାମିନ ଆବେଦନ କଲେ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀର ତଥା କଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ମନୀଷ ସିସୋଦିଆ ଆଜି ଜାମିନ ଆବେଦନ କରିଛନ୍ତି। ସୋମବାର ଠାରୁ ସିବିଆଇ ତାଙ୍କୁ ରିମାଣ୍ଡ ନେଇଥିବା ବେଳେ ଆସନ୍ତାକାଲି ଏହା ଶେଷ…

ଶିଶୁ ମୃତ୍ୟୁ ଘଟଣାରେ ବନ୍ଧା ହେଲେ ସିରପ କମ୍ପାନୀର ୩ କର୍ମଚାରୀ

ନୂଆଦିଲ୍ଲୀ : ନୋଏଡାରେ ଥିବା ଗୋଟିଏ ଫାର୍ମାସିଟ୍ୟୁକାଲ କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ୍‌। ଏହି କମ୍ପାନୀ ତିଆରି କରୁଥିବା ସିରପ ଖାଇ ଗତବରର୍ଷ ଉଜବେକିସ୍ତାନରେ ୧୮ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାର…

ବିଜୟ ମାଲ୍ୟାଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଫେରାର ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ମୁମ୍ବାଇ କୋର୍ଟରେ ତାଙ୍କୁ ଅର୍ଥନୀତି ପଳାତକ ବା ଫେରାର ଅର୍ଥନୀତିକ ଅପରାଧୀ ଭାବେ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଆଟାଚ କରିବା ପାଇଁ ଚାଲିଥିବା…

ବିରଳ ଘଟଣା: ୬ ପୁଲିସ୍‌ କର୍ମଚାରୀଙ୍କୁ ଦଣ୍ଡ ଦେଲା ବିଧାନସଭା

ଲକ୍ଷ୍ନୌ : ଦୀର୍ଘ ଦୁଇ ଦଶନ୍ଧି ତଳର ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଘଟଣାରେ ଦଣ୍ଡ ପାଇଛନ୍ତି ୬ ଜଣ ପୁଲିସ୍‌ କର୍ମଚାରୀ। ତତ୍କାଳୀନ ବିଜେପି ବିଧାୟକ ସାଲିଲ ବିଷ୍ଣୋଇଙ୍କ ନୋଟିସ ଆଧାରରେ ଉତ୍ତର ପ୍ରଦେଣ ବିଧାନସଭା ୬ ଜଣ ପୁଲିସ୍‌…

ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଏଠାରେ ପାକିସ୍ତାନ ପ୍ରତିନିଧି ଭାବେ ହିନା ରବ୍ବାନୀ ଖର ଭାରତକୁ ପ୍ରଥମେ ସମାଲୋଚନା କରିବା ସହ କଶ୍ମୀର ଠାରୁ ଆରମ୍ଭ କରି ମାନବାଧିକାର କଥା ଉଠାଇଥିଲେ।…

ଏଲ୍‌ ନି‌ନୋ ପ୍ରଭାବକୁ ନେଇ ଚିନ୍ତା : ଭାରତ ପାଇଁ ବଢ଼ାଇବ ମୁଣ୍ଡବ୍ୟଥା

ନୂଆଦିଲ୍ଲୀ: ‌ମୌସୁମୀ ଆଗମନକୁ ଆହୁରି ତିନି ମାସ ବାକି ଥିବା ବେଳେ ଏବେଠାରୁ ଏଲ୍‌ ନିନୋର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଜଳବାୟୁରେ ଏଲ୍‌ ନିନୋ ପ୍ରଭାବ ରହିଲେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହେବ। ଫସଲ ଅମଳ…

ନିଯୁକ୍ତି ପାଇବେ ୪୦ ହଜାର ଶିକ୍ଷକ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବି ପୂରଣ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୯ ହଜାର ୩୪୮ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଦିଗରେ…

ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦ: ଅନ୍ତରୀଣ ଆବେଦନ ଉପରେ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବିବାଦକୁ ନେଇ ରୁଜୁ ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀ ଡକ୍ଟର ନୃସିଂହ ଚରଣ ଷଡଙ୍ଗୀଙ୍କ ତରଫରୁ ଏକ ସାନି ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ…