ଦେଶରେ ଆସନ୍ତା ତିନି ବର୍ଷ ମଧ୍ୟରେ ବଢ଼ିବ କର୍କଟ ରୋଗୀଙ୍କ ସଂଖ୍ୟା, ଚେତାଇଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ଦେଶରେ ଆସନ୍ତା ତିନି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଏହି ଦାବି କରାଯାଇଛି। ୨୦୨୫ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା ୧୨.୭ପ୍ରତିଶତ ବୃଦ୍ଧି ହେବ…
ମେଘାଳୟରେ ପୁଣି ଏନପିପି, ବିଜେପି ମେଣ୍ଟ ! ଅମିତ ଶାହାଙ୍କୁ ଫୋନ କରି ସମର୍ଥନ ମାଗିଲେ ସାଙ୍ଗମା
ସିଲଂ : ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ଝୁଲା ବିଧାନସଭା ହେବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ନାସନାଲ ପିପୁଲ୍ସ ପାର୍ଟି (ଏନପିପି) ସରକାର ଗଠନ ପାଇଁ ବିଜେପିର ସମର୍ଥନ…
ଆଇନଜୀବୀଙ୍କ ଉପରେ ଭୀଷଣ ରାଗିଲେ ପ୍ରଧାନ ବିଚାରପତି, କହିଲେ- ଚୁପ ରୁହ ଓ କୋର୍ଟରୁ ବାହାରି ଯାଅ
ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଗୋଟିଏ ଆବେଦନର ଶୁଣାଣି ବେଳେ ଭୀଷଣ ବିରକ୍ତ ପ୍ରକାଶ କରିଛନ୍ତି। ସେ ଜଣେ ଆଇଜୀବୀଙ୍କ କଥା ଶୁଣି ରାଗି ଯିବା ସହ ତାଙ୍କୁ ତୁରନ୍ତ କୋର୍ଟ ରୁମରୁ ବାହାରି ଯିବାକୁ…
ନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି, ମେଘାଳୟରେ କାହାକୁ ମିଳିଲାନି ମ୍ୟାଜିକ ନମ୍ବର
ନୂଆଦିଲ୍ଲୀ : ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର…
ଦାଦନ ଶ୍ରମିକ ସଂଖ୍ୟା କହିଲେ ମନ୍ତ୍ରୀ, ହେଲେ ଓଡ଼ିଶାରେ କାହିଁକି କାମ ମିଳୁନି କହିଲେନି!
ଭୁବନେଶ୍ବର : ଆଜି ଦାଦନ ଶ୍ରମିକ ସମ୍ପର୍କରେ ବିଧାୟକ ମନୋହର ରାନ୍ଧାରୀ ପଚାରିଥିବା ପ୍ରଶ୍ନର ଉତ୍ତର ବିଧାନସଭାରେ ଦେଇଥିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଶ୍ରୀ ରାନ୍ଧାରୀ ପଚାରୀ ଥିଲେ ରାଜ୍ୟରୁ କେତେ ଲୋକ ବିଭିନ୍ନ…
୨୪ ଘଣ୍ଟା ପରେ ବି ଏତଲା ରୁଜୁ କରୁନି ପୁଲିସ, ବର୍ଷିଲା ବିଜେପି
ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୁଲିସ ଅମାନବୀୟ ଢଙ୍ଗରେ ମାଡ଼ ମାରିବାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦେବା ସତ୍ତ୍ୱେ ତାହା ୨୪ଘଣ୍ଟା ପରେ ବି ରୁଜୁ ନହେବାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…
ଷଣ୍ଢ ସଂଖ୍ୟା ଜଣାନାହିଁ, ବଳଦ ସଂଖ୍ୟା କମୁଛି; ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ବର : ରାଜ୍ୟରେ ମୋଟ ଷଣ୍ଢ ସଂଖ୍ୟା ଜଣାନାହିଁ। ହେଲେ ବଳଦ ସଂଖ୍ୟା କମିବାରେ ଲାଗିଛି। ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମତ୍ସ, ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବିଧାୟକ…
ବୋର୍ଡ ୱେବ୍ସାଇଟ୍ରେ ମାଟ୍ରିକ୍ ପରୀକ୍ଷା ସୂଚନା, ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଅପ୍ଲୋଡ୍ କରାଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଏହି ସୂଚନାକୁ ଡାଉନଲୋଡ୍ କରିବାକୁ ବୋର୍ଡ ପକ୍ଷରୁ…
ଆବଣ୍ଟନ କଂପାନିଙ୍କ ତ୍ରୁଟିର ବୋଝ ଗ୍ରାହକଙ୍କ ମୁଣ୍ଡରେ
ଭୁବନେଶ୍ବର : ଆବଣ୍ଟନ କଂପାନିମାନଙ୍କର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିର ବୋଝ ଉପଭୋକ୍ତା ମୁଣ୍ଡାଉଛନ୍ତି। ଆଉ କାହାର ତ୍ରୁଟି ଲାଗି ଉପଭୋକ୍ତା କାହିଁକି ତଣ୍ଡ ଗଣିବେ? ବିଜୁଳି ଦର ବୃଦ୍ଧି ପଛରେ ଏହା ହିଁ ମୁଖ୍ୟ କାରଣ। ବିଦ୍ୟୁତ୍ ଚୋରି,…
ହାଇକୋର୍ଟଙ୍କ ନିର୍ଦ୍ଦେଶ: ନୂଆ ଶିକ୍ଷାବର୍ଷ ପୂର୍ବରୁ ସବୁ ସ୍କୁଲ୍ରେ ହେବ ମୌଳିକ ସୁବିଧା
କଟକ : ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ…