ଷଣ୍ଢ ସଂଖ୍ୟା ଜଣାନାହିଁ, ବଳଦ ସଂଖ୍ୟା କମୁଛି; ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ବର : ରାଜ୍ୟରେ ମୋଟ ଷଣ୍ଢ ସଂଖ୍ୟା ଜଣାନାହିଁ। ହେଲେ ବଳଦ ସଂଖ୍ୟା କମିବାରେ ଲାଗିଛି। ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ତାରକା ପ୍ରଶ୍ନରେ ଏହି…
ବୋର୍ଡ ୱେବ୍ସାଇଟ୍ରେ ମାଟ୍ରିକ୍ ପରୀକ୍ଷା ସୂଚନା, ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ…
ଆବଣ୍ଟନ କଂପାନିଙ୍କ ତ୍ରୁଟିର ବୋଝ ଗ୍ରାହକଙ୍କ ମୁଣ୍ଡରେ
ଭୁବନେଶ୍ବର : ଆବଣ୍ଟନ କଂପାନିମାନଙ୍କର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତିର ବୋଝ ଉପଭୋକ୍ତା ମୁଣ୍ଡାଉଛନ୍ତି। ଆଉ କାହାର ତ୍ରୁଟି ଲାଗି ଉପଭୋକ୍ତା କାହିଁକି ତଣ୍ଡ ଗଣିବେ?…
ହାଇକୋର୍ଟଙ୍କ ନିର୍ଦ୍ଦେଶ: ନୂଆ ଶିକ୍ଷାବର୍ଷ ପୂର୍ବରୁ ସବୁ ସ୍କୁଲ୍ରେ ହେବ ମୌଳିକ ସୁବିଧା
କଟକ : ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସବୁ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା…
କଟକ-ଭୁବନେଶ୍ବରରୁ ଲୁଟିଥିଲେ ୧୭ ଲକ୍ଷ ଟଙ୍କାର ମୋବାଇଲ୍, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଅଭିଯୁକ୍ତ ଗିରଫ
କଟକ: କ୍ୟାଣ୍ଟନମେଣ୍ଟ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଥାନାର ପୁଲିସ ଟିମ୍ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଜଣ ମୋବାଇଲ୍ ଫୋନ୍ ଲୁଟେରାଙ୍କୁ ଗିରଫ…
ଏମ୍କେସିଜିରେ ସିଟି ସ୍କାନ୍ ମେସିନ୍ ଅଚଳ, ରୋଗୀ ହନ୍ତସନ୍ତ
ବ୍ରହ୍ମପୁର: ଏମ୍କେସିଜି ବଡ଼ ଡାକ୍ତରଖାନାରେ ସିଟି ସ୍କାନ୍ ମେସିନ୍ ପୁଣି ଖରାପ୍ ହୋଇଯାଇଛି। ଫଳରେ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୁଇଟି ମେସିନ୍…
ଜୁଲାଇ ୧୨ ସୁଦ୍ଧା ସରିବ ରାଜ୍ୟରେ ଓବିସି ସର୍ଭେ
ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ମଧ୍ୟରେ କ୍ଷମତାସୀନ ବିଜେଡି ସରକାର ଗତ ୨୦୨୧ ମେ’ ମାସରୁ ସ୍ଥଗିତ ଥିବା ଓବିସି…
ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତିଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ…
ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା, ୧୯ଟି ସିଟିଂରେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା। ପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ…
ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ସମୟରେ ପୋଲିସର ମାତ୍ରାଧିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କଠୋର ଭାଷାରେ ନିନ୍ଦା କରିଛନ୍ତି…