ମେ’ ୧ରେ ଶ୍ରୀମନ୍ଦିର ସଂପର୍କିତ ଶୁଣାଣି, ୩୩ ପୃଷ୍ଠାର ସତ୍ୟପାଠ ଦାଖଲ କଲା ମନ୍ଦିର ପ୍ରଶାସନ
ପୁରୀ : ମେ’ ୧ ତାରିଖରେ ଶ୍ରୀମନ୍ଦିର ସଂପର୍କିତ ଶୁଣାଣି ହେବ। ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ବିଚାରପତି ଏମ. ଆର୍ ଶାହ ଏବଂ ବିଚାରପତି ସି.ଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।…