ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ୍ ମାଡ଼ କରି ହତ୍ୟା: ୧୮ ଘଣ୍ଟା ପରେ ହଟିଲା ବିକ୍ଷୋଭ
ଜୟପୁର : ରାଜସ୍ଥାନର ବାରମେରରେ ଜଣେ ୪୪ ବର୍ଷୀୟ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ ମାଡ଼ ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ତାଙ୍କ ପରିବାର ଲୋକ ଶବକୁ ବ୍ୟବଚ୍ଛେଦ…