Month: April 2023

ଏସ୍‌ସିବିରେ ପ୍ରଥମ: ଏକ୍‌ମୋ ସପୋର୍ଟରେ ଶ୍ୱାସନଳୀ ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

କଟକ : କଟକ ବଡ଼ ଡାକ୍ତରଖାନାରେ ପ୍ରଥମଥର ପାଇଁ ଏକ୍‌ମୋ ସପୋର୍ଟରେ ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ସିଟିଭିଏସ୍ ବିଭାଗର ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ବାରା ସଫଳତାର ସହ ଶ୍ୱାସନଳୀରେ ହୋଇଥିବା ଟ୍ୟୁମର୍‌ କାଢ଼ିବାରେ ସକ୍ଷମ ହୋଇଛନ୍ତି। ଏକ୍‌ମୋ ମେସିନ୍‌ ସହାୟତାରେ ଏଭଳି…

ଆଜି ବିଶ୍ବ ହୋମିଓପାଥି ଦିବସ: ହଜିଗଲାଣି ନିଃଶୁଳ୍କ ହୋମିଓପାଥି ଚିକିତ୍ସାଳୟ

ପୁରୀ : ହୋମିଓପାଥି ଚିକିତ୍ସା ଉପରେ ବହୁ ବ୍ୟକ୍ତି ନିର୍ଭର କରୁଛନ୍ତି। ହୋମିଓପାଥି ଉପଚାର ଅନେକଙ୍କୁ ସୁସ୍ଥ ରଖିବାରେ ସହାୟକ ହେଉଛି। ମାତ୍ର ପୁରୀରେ ହୋମିଓପାଥି ସେବା ବ୍ୟବସ୍ଥାକୁ ପ୍ରଶାସନ ଗୌଣ କରିଦେଇଛି। ଅତୀତରେ ପୁରୀବାସୀଙ୍କୁ ନିଃଶୁଳ୍କ ହୋମିଓପାଥି ସେବା ଯୋଗାଇ…

ଶ୍ରୀମନ୍ଦିରରେ ଭୂତଳ ଜଳସ୍ତର ଖସୁଛି, ସିଦ୍ଧମହାବୀରରେ ୧ ମିଟର ତଳକୁ ଖସିଲାଣି

ପୁରୀ : ନିମ୍ନଗାମୀ ହେଉଛି ପୁରୀ ସହରର ଅମୃତ ଧାରା। ଚିନ୍ତା ବଢ଼ାଉଛି ଭୂତଳ ଜଳସ୍ତର। ଗୋଟିଏ ବର୍ଷ ମଧ୍ୟରେ ସହରର ସିଦ୍ଧମହାବୀର ଓ ତୋଟା ସାହି ଅଞ୍ଚଳରେ ଜଳସ୍ତର ପାଖାପାଖି ୧ ମିଟର ତଳକୁ ଖସିଗଲାଣି। ଅନ୍ୟ ଅଞ୍ଚଳର ସ୍ଥିତି…

କୋଭିଡ ରୋଗୀଙ୍କର ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ: ନିର୍ଦ୍ଦେଶକ

ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ କରାଯିବ ମକଡ୍ରିଲ। ଏସଂପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବେ ନୂଆ ଏକ ଭାରିଆଣ୍ଟ ଆସୁଛି। ଏହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ…

ପ୍ରବାସୀ ଓଡ଼ିଆମାନଙ୍କ ସମସ୍ୟା ବୁଝିବା ପାଇଁ ଓଡ଼ିଶା ପରିବାର ନିର୍ଦେଶାଳୟ ଖୋଲିବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ପରିବାର ନିର୍ଦେଶାଳୟ ଖୋଲିବା ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ଏନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବାସୀ ଓଡ଼ିଆମାନଙ୍କର ସମସ୍ୟା ବୁଝିବା ପାଇଁ ଗୋଟେ ସ୍ୱତନ୍ତ୍ର ଦପ୍ତର…

ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ବିଳାସପୁରରୁ ଉଦ୍ଧାର କଲା ପୁଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ଛତିଶଗଡ଼ର ବିଳାସପୁରରେ ଠାବ କରାଯାଇଛି। ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା।…

ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…

ଆମେ ଭିତରେ, ସିଏ ବାହାରେ: ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲା | ଅର୍ଚ୍ଚନା ନାଗ ଓ ସହଯୋଗୀ ଖଗେଶ୍ଵରଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି | ତେବେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଏଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି | ଆଜି…

ଜାଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ୧୨ ଶିକ୍ଷକ ବହିଷ୍କୃତ

ଫୁଲବାଣୀ : ନକଲି ଶିକ୍ଷା ପ୍ରମାମଣପତ୍ର ବା ସାର୍ଟିଫିକେଟ ଦେଇ ସରକାରୀ ସ୍କୁଲରେ ଚାକିରି କରୁଥିବା ୧୨ ଶିକ୍ଷକ ବହିଷ୍କୃତ। କନ୍ଧମାଳ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି। ଫେକ୍‌ ସାର୍ଟିଫିକେଟ ଓ ଜବ୍ ରାକେର୍ଟ ରାଜ୍ୟରେ କାୟା ବିସ୍ତାର କରିଥିବା…

କଲବଲ କଲାଣି ତାତି; ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର, ଭୁବନେଶ୍ୱରରେ କେତେ?

ଭୁବନେଶ୍ବର : ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି। ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା…