ଠିକ୍ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ, ସତ୍କାର ପରେ ଜଣା ପଡ଼ିଲା ସତ
କଟକ : ଅଜାଣତରେ ଅଦଳବଦଳ ହୋଇଗଲା ମୃତଦେହ । ଠିକ୍ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ । ପରିବାର ଲୋକେ ବି ଟେର ପାଇପାରିଲେନି। ଯାହାକୁ ନିଜ ଭାବି କାନ୍ଦ ବୋବାଳି କରି ସତ୍କାର କଲେ, ସେ ପ୍ରକୃତରେ ନିଜର ନ…
କଟକ : ଅଜାଣତରେ ଅଦଳବଦଳ ହୋଇଗଲା ମୃତଦେହ । ଠିକ୍ ଠିକଣାରେ ପହଞ୍ଚିଲା ଭୁଲ ମୃତଦେହ । ପରିବାର ଲୋକେ ବି ଟେର ପାଇପାରିଲେନି। ଯାହାକୁ ନିଜ ଭାବି କାନ୍ଦ ବୋବାଳି କରି ସତ୍କାର କଲେ, ସେ ପ୍ରକୃତରେ ନିଜର ନ…
କଟକ : ଜମି ମାପଚୁପ ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ସ୍ଥାନୀୟ ଲୋକେ। ଏକ ଜମିକୁ ଜବରଦଖଲମୁକ୍ତ କରିବାକୁ ଯାଇଥିବା ପୁଲିସ୍କୁ ଲୋକଙ୍କ ତୀବ୍ର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ଉତ୍ତ୍ୟକ୍ତ ମହିଳା ୨…
ଭୁବନେଶ୍ବର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା କଡେଇରେ ସିଝୁଛନ୍ତି ରାଜ୍ୟବାସୀ। ଯେପରି ଆକାଶରୁ ନିଆଁ ବର୍ଷୁଛି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହାକୁ ଦୃଷ୍ଟିକୁ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
ଭୁବନେଶ୍ବର: ଜାପାନ ଗସ୍ତରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି।…
ଭୁବନେଶ୍ବର: କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ…
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସାଂଘାତିକ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିମ୍ବା କଂଗ୍ରେସଠାରୁ ସଂପନ୍ନ ଛିନ୍ନ କରିଥିବା ନେତାମାନଙ୍କ ସହିତ ସିନ୍ଧିଆଙ୍କୁ ଯୋଡ଼ି ରାହୁଲ ଟ୍ବିଟ କରିଥିବାରୁ…
ନୂଆଦିଲ୍ଲୀ : ଗଣତନ୍ତ୍ର, କଥାବାର୍ତ୍ତା, ବିବିଧାୟନ ଓ ରଣନୈତିକ ପ୍ରୟୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ୟୁକ୍ରେନ୍ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋମବାର ଭାରତ ଗସ୍ତରେ ଆସିଥିବା ଏହାର ପ୍ରଥମ ଉପ ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା କହିଛନ୍ତି।…
ମୁମ୍ବାଇ: ବିସିସିଆଇର ଆସନ୍ତା ଘରୋଇ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୩-୨୪ ଋତୁର ପ୍ରାଥମିକ ଖେଳସୂଚୀରେ ଜୁନ୍ ୨୮ ରୁ…
ନୋଏଡ଼ା :ରେଷ୍ଟୁରାଣ୍ଟ- ବାର୍ରେ ଜମିଥିଲା ମଦର ଆସର। ଏହି ସମୟରେ ଗରାଖଙ୍କ ମନୋରଞ୍ଜନ ନିମନ୍ତେ ଏଲଇଡି ସ୍କ୍ରିନ୍ରେ ଚାଲିଥିଲା ଟିଭି ସିରିଏଲ୍ ରାମାୟଣର ଡବ୍ ଭିଡିଓ । ଏହି ଭିଡିଓ ଭାଇରାଲ ହେବା ପରେ ଏହାଦ୍ୱାରା ଭାରତୀୟ ସଂସ୍କୃତିକୁ ଅପମାନିତ କରାଯାଉଥିବା…
ନୂଆଦିଲ୍ଲୀ : ଶିଖ ବିରୋଧୀ ଦଙ୍ଗାର ଅଭିଯୁକ୍ତ ଜଗଦୀଶ ଟାଇଟଲର ସ୍ୱର ନମୁନାକୁ ଆଜି ସଂଗ୍ରହ କରିଛି ସିବିଆଇ। ୧୯୮୪ରେ ଦିଲ୍ଲୀର ପଲ ବାଙ୍ଗାଶ ଅଞ୍ଚଳରେ ହୋଇଥିବା ଦଙ୍ଗା ଘଟଣାରେ ସିବିଆଇ ଟାଇଟଲରଙ୍କୁ ସମନ କରିଥିଲା। ଏହି ଅଞ୍ଚଳରେ ୩ ଜଣ…