ପଶ୍ଚିମବଙ୍ଗରେ ୩୫ ଆସନ ପାଇଁ ଅମିତ ଶାହଙ୍କ ଆହ୍ବାନକୁ ସମାଲୋଚନା କଲା ତୃଣମୂଳ କଂଗ୍ରେସ
କୋଲ୍କାତା: ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ୩୫ ଆସନ ଦେବା ପାଇଁ ଆହ୍ବାନ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ କହିଛି ଯେ, ଏଥର ବି ‘ବିଜେପି’ ପୁଣି ହାରିବ। ଶୁକ୍ରବାର…