Month: April 2023

ମେ’ ୫ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ଓଡ଼ିଶା ଉପରେ କ’ଣ ରହିବ ଏହାର ପ୍ରଭାବ ?

ଭୁବନେବର : ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ’ ୫ ତାରିଖ ପାଖାପାଖି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।…

ନକ୍ସଲ କ୍ୟାମ୍ପରେ ଚାଲୁଛି ସେକ୍ସ କାରବାର! ମୁହଁ ଖୋଲିଲେ ସଙ୍ଗଠନ ଛାଡ଼ିଥିବା ମହିଳା

ନକ୍ସଲମାନେ କ୍ୟାମ୍ପରେ ଚାଲୁଛି ସେକ୍ସ କାରବାର! ସଙ୍ଗଠନରେ ସାମିଲ୍‌ କରାଇ ଝିଅଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି କ୍ୟାଡ଼ର ନକ୍ସଲ। ପିଲା ନହେବା ପାଇଁ ମହିଳା ଓ ପୁରୁଷ ନକ୍ସଲଙ୍କ ବନ୍ଧ୍ୟାକରଣ କରାଯାଉଛି। ସେଥିପାଇଁ କ୍ୟାମ୍ପକୁ ଡାକ୍ତର ଆସୁଛନ୍ତି ଓ ଅପରେସନ୍‌…

ରୋଜଭ୍ୟାଲିର ୨୫୦ କୋଟି ଟଙ୍କାର ସଂପତ୍ତି ଆଟାଚ କଲା ଇଡି

ଭୁବନେଶ୍ବର : ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ୨୫୦ କୋଟି ଟଙ୍କାର ସଂପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି)। ଜବତ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଆଟାଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରୋଜଭ୍ୟାଲି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୧…

ମେଡିକାଲ କଲେଜ ପ୍ରଫେସରଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସିନିରୟ ରେସିଡେନ୍ସ, ଜୁନିୟର ରେସିଡେନ୍ସ ଓ ଟ୍ୟୁଟରମାନଙ୍କ ଦରମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତଙ୍କ…

ସମ୍ବଲପୁର ହିଂସା ଘଟଣା: ଚିଠି ଲେଖି ଦିନକ ପୂର୍ବରୁ ଏସ୍‌ପି ଓ ଗୃହ ବିଭାଗକୁ ସତର୍କ କରିଥିଲା ଗୁଇନ୍ଦା ବିଭାଗ

ସମ୍ବଲପୁର : ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସା ନେଇ ଗୁଇନ୍ଦା ରିପୋର୍ଟକୁ ଅଣଦେଖା କଲା କି ପୁଲିସ ? କାରଣ ସମ୍ଭାବ୍ୟ ହିଂସାକୁ ଦେଖି ଗୁଇନ୍ଦା ବିଭାଗ ପକ୍ଷରୁ ସମ୍ବଲପୁର ଏସପିଙ୍କ ସମେତ ଗୃହ ବିଭାଗକୁ ଚିଠି ଲେଖାଯାଇଥିଲା। ଚିଠିରୁ…

ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓଙ୍କ ନାଁ‌ରେ ସାଂଘାତିକ ଅଭିଯୋଗ : ପୁଲିସର ନିରବତା ନେଇ ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ନକ୍ସଲମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏନେଇ ଟ୍ରକ ମାଲିକ ସଙ୍ଘ…

ତାଳଚେରର ଦୁଇ ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ

ଭୁବନେଶ୍ବର: ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଜିଏସଟି ଚଢ଼ଉ ଚାଲିଛି। ଦୁଇ ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛି ଜିଏସଟି ଟିମ୍। ୨୫ ଜଣିଆ ଜିଏସଟି ଟିମର ଚଢ଼ାଉ ଚାଲିଛି।…

ଘରୋଇ ଡାକ୍ତରଖାନାରେ ସିଜରିଆନ ଡେଲିଭରି ବୃଦ୍ଧି: ଅଡିଟ ପାଇଁ ସିଡିଏମଓଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟର ଘରୋଇ ଡାକ୍ତରଖାନାଗୁଡ଼ିକରେ ସିଜରିଆନ ଡେଲିଭରି ବୃଦ୍ଧି ଘଟିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରୁଛି। ଏହାର ଅଡ଼ିଟ ପାଇଁ ପରିବାର କଲ୍ୟାଣ ବିଭାଗ ସମସ୍ତ ସିଡ଼ିଏମଓକୁ ଚିଠି ଲେଖିଛି। କ୍ରାଇଟେରିଆକୁ ମାନି ଘରୋଇ ଡାକ୍ତରଖାନାଗୁଡିକ ସିଜରିଆନ…

ଆର୍‌ଆଇ ଅଫିସ ଅସ୍ଥାୟୀ ପିଅନଙ୍କୁ ହତ୍ୟା ମାମଲା: ମା’ ସହ ତିନିପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଆଟିଗାଁ ଆର୍‌ଆଇ ଅଫିସର ଅସ୍ଥାୟୀ ପିଅନ ଛାୟାକାନ୍ତ ଦଣ୍ଡସେନା ହତ୍ୟା ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶନିବାର ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଆଟିଗାଁର ମହିଳା କୁଚିତା…

୨ ଜଣ ଗଞ୍ଜେଇ ମାଫିଆଙ୍କ ୪୧ ଲକ୍ଷର ସମ୍ପତ୍ତି ଜବତ, ଘର ଆଗରେ ପୁଲିସର ନୋଟିସ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କୁ ପୁଣି ଲାଗିଛି ଝଟକା। ନବରଙ୍ଗପୁର ଜିଲ୍ଲା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା ମିଳିଛି। ୨ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ହୋଇଥିବା ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଭିତରେ ନବରଙ୍ଗପୁର ପୁଲିସକୁ ପ୍ରାୟ ୪୧.୪୧…