Month: April 2023

ବିଲ୍‌ ମଞ୍ଜୁରି ପାଇଁ ନେଉଥିଲେ ୨୭ ହଜାର, ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ବର: ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଏନଏଚ୍‌ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୁକ୍ତା ସିଂହ ଜଣେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଭାବେ…

ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଚାଲୁ ରଖିବାକୁ ଓଡ଼ିଶା ଅଭିଭାବକ ମହାସଂଘର ଦାବି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ମେ’ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି…

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ଗତ ଫେବ୍ରୁଆରି ୨୮ରେ ଲୋୟର୍‌ ପିଏମ୍‌ଜିଠାରେ ‌ବିକ୍ଷୋଭ ବେଳେ ହିଂସା ଘଟାଇବା ଅଭିଯୋଗ ନେଇ ଦାୟର୍‌ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ୍‌ ସଙ୍ଗମ୍‌…

୩୧ କୁଇଣ୍ଟାଲ ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ବୌଦ୍ଧ: ପୁଣି ବୌଦ୍ଧ ପୁଲିସକୁ ବଡ଼ ସଫଳତା ମିଳିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ମାନପଦର ଜଙ୍ଗଲରୁ ପୁଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି। ୩୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ…

ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି କରିଛନ୍ତି। ରାଷ୍ଟ୍ରପତି ହେବା…

୪୩.୯ ଡିଗ୍ରି ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର, ଦ୍ବିତୀୟରେ ଭୁବନେଶ୍ବର ୪୩.୨ ଡିଗ୍ରି

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବାହ୍‌ଣ ୮ଟା ପରେ ଓ ଅପରାହ୍‌ଣ ୩ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହୋଇପଡୁଛି। ଆଜି ରାଜ୍ୟର ୨୮ଟି ସହରର ତାପାମାତ୍ରା ୪୦ ଡିଗ୍ରି…

ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା…

କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍‌ଲେଟ୍‌, ପୋଷ୍ଟର ଓ ଗୀତ ରିଲିଜ୍‌

ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ…

ଝାରସୁଗୁଡା ଉପନିର୍ବାଚନ: ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର : ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ…

ହତ୍ୟାର ଟିକିଏ ପୂର୍ବରୁ ‌ଜିପ୍‌ ପାଖରେ ମୁଣ୍ଡ ହଲାଇ ଇଶାରା କରିଥିଲେ ଅତିକ୍‌, ଭିଡିଓ ଭାଇରାଲ୍‌

ପ୍ରୟାଗରାଜ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅତିକ ଅହମଦ ଓ ତାଙ୍କ ଭାଇ ଅସରଫର ହତ୍ୟା ପରେ ଏହି ଘଟଣାର ତଦନ୍ତ ଜୋର୍‌ସୋର୍‌ ଚାଲିଛି। ଏମାନଙ୍କ ହତ୍ୟାକାରୀ ୩ ଜଣଙ୍କୁ ଏବେ ପୁଲିସ୍‌ ହେପାଜତରେ ରଖାଯାଇଛି। ଆଜି ପ୍ରଥମ ଥର ପାଇଁ ଦୀର୍ଘ ୮…