Month: April 2023

ଦିନକୁ ଦିଆଯାଉଛି ୭୩୦୦ ଆହାର: ଏସ୍‌ସିବିରେ ବଢ଼ିଲା ୪ଶହ ଆହାର, ତଥାପି ନିଅଣ୍ଟ

କଟକ : କଟକ ବଡ଼ଡାକ୍ତରଖାନାରେ ଦିଆଯାଉଥିବା ଆହାର ଯଥେଷ୍ଟ ହେଉ ନଥିବାରୁ ଆଉ ୪୦୦ଶହ ମିଲ୍‌ ବୃଦ୍ଧି କରାଯାଇଛି। ଏହା ସତ୍ତ୍ବେ ପ୍ରତିଦିନ ବହସଂଖ୍ୟକ ଲୋକ ଆହାର କେନ୍ଦ୍ରରୁ ନିରାଶ ହୋଇ ଫେରୁଛନ୍ତି।। ତେଣୁ, ଏସ୍‌ସିବି ରାଣୀହାଟ ଗେଟ୍‌ ପାଖରେ ଆହାର…

ଅକ୍ଷୟ ତୃତୀୟାରେ ୧୫୦ କୋଟିର ସୁନା ବେପାର

ଭୁବନେଶ୍ବର : ଦିନ ବେଳା ଭଲ ପାଗ ଥିବା ବେଳେ ଆଗକୁ ମାଡ଼ି ଆସୁଛି ବିବାହ ଋତୁ। ଏଭଳି ଏକ ସମୟରେ ଅଳଙ୍କାର ଉପରେ ଲୋଭନୀୟ ଅଫର ଗ୍ରାହକମାନଙ୍କୁ ଆଜି ସୁନା ଦୋକାନକୁ ଟାଣି ଆଣିଥିଲା। ଦିନତମାମ ରବିବାର ଦିନ ଦୋକାନଗୁଡ଼ିକରେ…

ପଶ୍ଚିମା ଝଡ଼ ପ୍ରତି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ…

ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହାବିଷୁବ ମିଳନ ଉତ୍ସବ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହାବିଷୁବ ସଂକ୍ରାନ୍ତି ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ…

ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିଲେ, କୂଅରେ ପଡ଼ି ଚାଲିଗଲା ଜୀବନ

ଢେଙ୍କାନାଳ:ମାମୁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଜଣେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ। ମୃତ ବାଳକଙ୍କ ନାଁ ଶୁଭମ ନାୟକ।…

ବାଘ ଛାଲ ବିକ୍ରି ବେଳେ ଧରାପଡ଼ିଲେ ୨

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ହାତରେ ଧରାପଡ଼ିଲେ ୨ ଦୁର୍ବୃତ୍ତ। ଧରାପଡ଼ିଥିବା ୨ ଜଣ ସମ୍ପର୍କରେ ଦାଦା-ପୁତୁରା। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଅର୍ପାଜୁ ଗ୍ରାମର ସୁଜିତ୍…

ମହିଳାଙ୍କୁ ବିଏଡ୍ ଫେକ୍ ସାର୍ଟିଫିକେଟ ଦେଇ ଶିକ୍ଷକଙ୍କ ସମେତ ତାଙ୍କ ଡାକ୍ତର ପୁଅ ଓ ଅନ୍ୟ ଜଣ ଗିରଫ

ନକଲି ବିଇଡି ସାର୍ଟିଫିକେଟ ଦେବା ଅଭିଯୋଗରେ ବାପା-ପୁଅ ସହ ୪ ଜଣଙ୍କୁ ଗିରଫ କଲା ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁ ଥାନା ପୁଲିସ। ଅଭିଯୁକ୍ତ ବାପା ଜଣକ ଖଲ୍ଲିକୋଟ ଲଙ୍ଗଳେଶ୍ୱର ସ୍କୁଲରେ ଚାକିରି କରୁଥିବା ଶିକ୍ଷକ ଦଇତାରୀ ବେହେରା। ସେ ନିକଟରେ ଚାକିରିରୁ…

ଓଡ଼ିଆ ନାମଫଳକକୁ ନଥିବାରୁ ୩୦ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍‌

ଢେଙ୍କାନାଳ : ଦୀର୍ଘ ୭୫ ବର୍ଷ ହେବ ଇଂରେଜ ଦେଶ ଛାଡ଼ି ଚାଲିଗଲେଣି, ହେଲେ ଆମ ଲୋକଙ୍କ ଭିତରୁ ଆଜି ପର୍ଯ୍ୟନ୍ତ ଇଂରାଜୀ ପ୍ରେମ ଯାଇ ନାହିଁ। ଓଡ଼ିଆରେ ନାମ ଫଳକ ଲଗାଇବାକୁ ସରକାର ବାଧ୍ୟତାମୂଳକ କରି ନୋଟିଫିକେସନ୍ କରିଥିଲେ ମଧ୍ୟ…

ରାଜ୍ୟରେ ବିଦ୍ୟୁତ୍ କାଟ ହେଉନି, ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍ ହୋଇଯାଉଛି : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ଯୋଗାଣର କୌଣସି ଅଭାବ ନାହିଁ। ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍ କାଟ ପ୍ରସଙ୍ଗରେ ଏଭଳି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ।…

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ: କାମରେ ଲାଗିଲେ ମହାରଣା ଓ ଭୋଇ ସେବକ

ପୁରୀ: ଆଜିଠାରୁ ବିଧିବଦ୍ଧଭାବେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ କାମ ଆରମ୍ଭ ହୋଇଛି। ଆଜିଠାରୁ ମହାରଣା ସେବକ ଓ ଭୋଇ ସେବକ ସେମାନଙ୍କ କାମ…