Month: March 2023

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି, ପୁଣି ସମୟ ଗଡ଼ାଇଲେ ସରକାର

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କାର୍ଯ୍ୟ ତଦାରଖ ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ନିମନ୍ତେ ସୁପ୍ରିମକୋର୍ଟ ଗତ ୨୦୧୯ ନଭେମ୍ବର ମାସରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର କେବଳ ଦିନ ଗଡ଼ାଇବାରେ ବ୍ୟସ୍ତ…

ସୁନ୍ଦରଗଡ଼ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଭାସମାନ ଶିଳା

ସୁନ୍ଦରଗଡ଼: ରାମାୟଣ ଧାରାବାହିକ ଓ ରାମସେତୁ ଚଳଚିତ୍ରରେ ଲୋକେ ଦେଖିଥିଲେ ଲଙ୍କା ଯିବା ପାଇଁ ବାନରସେନା ସମୁଦ୍ରରେ ପଥର ସେତୁ ନିର୍ମାଣ କରିଥିଲେ। ଯାହା ଭାସମାନ ଥିଲା। ସେପରି ଏକ ଭାସମାନ ପଥର ଏବେ ସୁନ୍ଦରଗଡ଼ରେ ଦେଖିବାକୁ ମିଳୁଛି। ସହରର ପଞ୍ଚମୁଖୀ…

ନକଲି ପ୍ରମାଣପତ୍ର ମାମଲା: ମାଷ୍ଟରମାଇଣ୍ଡ ଓ ସହଯୋଗୀଙ୍କ ସମେତ ୧୯ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ…

ଅଶୋକାଷ୍ଟମୀ: ୨୯ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ…

ନୀତି ନିର୍ଘଣ୍ଟ ଚୂଡାନ୍ତ: ସାଢ଼େ ୩ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରୁକୁଣା ରଥ

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ରୁକୁଣା ରଥ ଯାତ୍ରା ପାଇଁ ପାଳିଆ ସେବାୟତଙ୍କୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବୈଠକ ବସିଛି। ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ…

ମା ମଝିଘରିଆଣି ମନ୍ଦିର ହୁଣ୍ଡି ଖୋଲିଲା: ମିଳିଲା ୪୫ ଲକ୍ଷ ଟଙ୍କା, ୨୯ ଗ୍ରାମ ସୁନା

ରାୟଗଡା: ୟଗଡାର ଅଧିଷ୍ଠିତ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ହେଲା ଧନ ବର୍ଷା।ପ୍ରତି ତିନି ମାସରେ ଥରେ ମାଙ୍କ ହୁଣ୍ଡିକୁ ଖୋଲାଯାଇଥାଏ।ସ୍ଥାନୀୟ ତହସିଲଦାର ତାପସ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ପୁଲିସର କଡା ସୁରକ୍ଷା ବଳୟରେ ତଥା ମନ୍ଦିର…

ଓଆରଏଚଡିସି ଦୁର୍ନୀତି ମାମଲା: ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାରେ ସୋମବାର ଭିଜିଲାନ୍ସ କୋର୍ଟରେ ଦଣ୍ଡାଦେଶ ହୋଇଛି। ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ…

କେନ୍ଦୁଝର ଜିଲ୍ଲାରେ ୪୩ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ

କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ତିନିଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ମଦ ପିଇ ଗାଡ଼ି ଚଳାଉଥିବା ୪୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଏଥିସହ ସେମାନଙ୍କ ଚାଲାଣ କଟାଯାଇ କୋର୍ଟକୁ ପଠାଯାଇଛି। ପରିବହନ ବିଭାଗ, ପୁଲିସ,…

ଆଇପିଏଲ୍‌ରେ ଓଡ଼ିଆ ଆଙ୍କର୍‌ କଟକର ଲୋରିଆ ମହାନ୍ତି

କଟକ : ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌…

ଭୁବନେଶ୍ୱରର ବିଭିନ୍ନ ପାର୍କ ସାମ୍ନାରେ ଖୋଲିଲା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଫୁଡ୍ ଷ୍ଟଲ

ଭୁବନେଶ୍ୱର : ପୁଷ୍ଟିଶସ୍ୟର ଉତ୍ତମ ଗୁଣବତ୍ତା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଇ ବିଭିନ୍ନ…