Month: March 2023

ଆଇଏନ୍‌ଏସ୍ ଚିଲିକାରେ ପ୍ରଥମ ବ୍ୟାଚ୍ ୨୫୮୫ ଜଣ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ

ଖୋର୍ଦ୍ଧା : ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ। ଆଇଏନ୍‌ଏସ୍ ଚିଲିକାରେ ଆଜି ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ସରିଛି ପ୍ରଶିକ୍ଷଣ। ୪ ମାସ ଅହରହ ତାଲିମ ନେବା…

ସେଲ୍‌ଫି ହେଲା କାଳ, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଜଗତସିଂହପୁର : ସୋମବାର ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସମସ୍ତ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି…

କୋଭିଡ ଟିକା ନେବା ପରେ ଓଡ଼ିଶାରେ ମରିଛନ୍ତି ୫୦

ଭୁବନେଶ୍ବର : କୋଭିଡ ଟିକା ନେବା ପରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ। ଏହା ଅତ୍ୟନ୍ତ କମ୍ ଲୋକଙ୍କ ଦେହରେ ନକାରାତ୍ମକ ପ୍ରଭାବ ପକାଇ ପାରେ ବୋଲି…

ସରକାରୀ ହସ୍ପିଟାଲରେ ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି

ଭୁବନେଶ୍ବର : କେବେ ପୂରଣ ହେବ ଡାକ୍ତର ପଦବୀ? ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜମାନଙ୍କରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ…

ପୁଣି ଆସୁଛି ପଶ୍ଚିମାଝଡ଼, ଶୁକ୍ରବାର ପ୍ରବଳ ବର୍ଷିବ

ଭୁବନେଶ୍ବର : ଓଡ଼ିଶାକୁ ଆସୁଛି ପୁଣି ଏକ ପଶ୍ଚିମା ଝଡ଼। ବୁଧବାରଠାରୁ ଆରମ୍ଭ ହେଉଥିବା ପଶ୍ଚିମା ଝଡ଼ ଶୁକ୍ରବାର ସର୍ବାଧିକ ପ୍ରଭାବ ଦେଖାଇବ। ଝଡ଼-ପବନ ସହିତ ପ୍ରବଳ…

ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ ଖାତା ଗାଏବ, ଚିଠି ପରେ ତନାଘନା

ବାରିପଦା : ଯୁକ୍ତ ଦୁଇ ସାହିତ୍ୟ ପରୀକ୍ଷାର ୧୨ଟି ଉତ୍ତର ଖାତା ଗାଏବ ହୋଇଯାଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଛତ୍ରପୁର ସରକାରୀ ବିଜ୍ଞାନ କଲେଜରୁ…

ରାଗିଂର ଶିକାର ହୋଇ ଜୀବନ ହାରିଲେ ଇଂଜିନିୟରିଂ ଛାତ୍ରୀ !

ଯାଜପୁର : ଯାଜପୁର ସରକାରୀ ପଲିଟେକନିକର ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ରୋଜାଲିନ ପାତ୍ର। ସେ ଇଲେକ୍ଟ୍ରିକାଲ…

କନ୍ଧମାଳରେ ରେକର୍ଡ଼ ପଣସ ଉତ୍ପାଦନ, ଅଭାବୀ ବିକ୍ରି ଯୋଗୁଁ ଆଦିବାସୀ କ୍ଷତିରେ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଚଳିତବର୍ଷ ରେକର୍ଡ ପରିମାଣର ପଣସ ଉତ୍ପାଦନ ହେବାକୁ ଯାଉଛି। ଏତେ ମାତ୍ରାରେ ପଣସ ଉତ୍ପାଦନ ହେଉଛି ଯେ, ବର୍ତ୍ତମାନ ଗଦାଗଦା କଞ୍ଚା…

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌ ଆଗତ: ଆପାର୍ଟମେଣ୍ଟ କିଣା ବିକା ପାଇଁ ବାଟ ଫିଟୁଛି

ଭୁବନେଶ୍ବର : ଦୀର୍ଘ ମାସ ହେଲା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ହୋଇପାରୁ ନଥିବାରୁ ଘର ଆଶାୟୀ ହତାଶ ହୋଇଗଲେଣି। ଏପରିକି ଯେତିକି ଆପାର୍ଟମେଣ୍ଟରେ କିଣାବିକା ହୋଇଛି ସେଠାରେ ଆପାର୍ଟମେଣ୍ଟ…