Category: ରାଜ୍ୟ ଖବର

ଆସନ୍ତା ୩ଦିନ ସିଝିବ ଓଡ଼ିଶା, ୧୫ରୁ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ବର : ଆଜି ଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପୁଣି କଲ ବଲ କରିବ ତାତି। ତତଲା କଡ଼େଇରେ ସିଝିବ ଓଡ଼ିଶା। ପଶ୍ଚିମା ଝଡ଼ର ପ୍ରଭାବ କମିଥିବାରୁ ଆଜିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ…

‘ସରକାରକୁ ଯିଏ ଆସିବ ଏସ୍‌ଏଚ୍‌ଜିକୁ ସିଏ ଟଙ୍କା ଦେବ’

ଭୁବନେଶ୍ବର : ସରକାରକୁ ଯିଏ ଆସିବ ସିଏ ଏସ୍‌ଏଚ୍‌ଜିମାନଙ୍କୁ ଟଙ୍କା ଦେବ। ସେଥିରେ ବାହାଦୂରୀ କିଛି ନାହିଁ । ଏପର୍ଯ୍ୟନ୍ତ ଏସ୍‌ଏଚ୍‌ଜିର ମହିଳାମାନେ ନିଜ ଗୋଡ଼ରେ ଠିଆ ହୋଇନାହାନ୍ତି। ତେଣୁ ସେମାନେ ସ୍ୱାବଲମ୍ବି ଓ ସଶକ୍ତିକରଣ କେମିତି ହେଲେ। ଏସ୍‌ଏଚ୍‌ଜିମାନଙ୍କୁ ସରକାର…

ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍: ୨ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଥିବା…

୧୨ଶହ ଟଙ୍କାରେ ବ୍ରହ୍ମପୁର-ଭୁବନେଶ୍ବର ବିମାନ ଯାତ୍ରା

ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁରରୁ ଭୁବନେଶ୍ବର ବିମାନ ସେବା ଗତ ୫ ତାରିଖ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ସିଟ୍‌ ବିଶିଷ୍ଟ ବିମାନରେ ଯାତ୍ରୀ ଯାତାୟାତ କରୁଛନ୍ତି। ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଚଳିତ ମାସ…

ଲକ୍ଷ୍ୟରୁ ବିଚ୍ୟୁତ ଦକ୍ଷତା ତାଲିମ, ୧୫ ଲକ୍ଷଙ୍କୁ ଦକ୍ଷତା ତାଲିମ ଘୋଷଣା ପ୍ରହସନ

ଭୁବନେଶ୍ୱର : ଦକ୍ଷତା ବିକାଶ ମାଧ୍ୟମରେ ଓଡ଼ିଶାର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରଦାନ କରିବା ଲାଗି ଆରମ୍ଭ ହୋଇଥିଲା ‘ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ’। ଲକ୍ଷ୍ୟ ଥିଲା, ପ୍ରତିବର୍ଷ ଓଡ଼ିଶାର ଦୁଇ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବା।…

ଉଦ୍‌ବେଗଜନକ ହାରରେ ହ୍ରାସ ପାଉଛି ଭୂତଳ ଜଳସ୍ତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପିଇବା ପାଣି ସମସ୍ୟା। ବିଶେଷ କରି ବନ୍ଦର ନଗରୀ ପାରାଦୀପ ଓ ବାଲିକୁଦା ଆଉ ଏରସମା ବ୍ଲକ୍‌ର ୨୨ରୁ ଅଧିକ ପଞ୍ଚା‌ୟତରେ ଏବେ ପିଇବା…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ, ୨ ଦିନରେ ଅଣ୍ଡା ଦେଲେଣି ୩ ଲକ୍ଷ ୨ହଜାର କଇଁଛ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ…

ହିତାଧିକାରୀଙ୍କୁ ମିଳିବ ମୁକ୍ତ-ମାଲିକାନା: ଉପକୃତ ହେବେ ଲକ୍ଷେ ଲିଜଧାରୀ

ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କଠାରୁ ଘର ବା ପ୍ଲଟ୍‌ ନେଇଥିବା ନାଗରିକମାନଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ମିଳିବ ମୁକ୍ତ ମାଲିକାନା। ଅର୍ଥାତ୍‌ ସେମାନେ ଘରର ମାଲିକ ଏବଂ ସେଇ ଘରଡିହର ବି…

୫୫ ନମ୍ବର ଜାତୀୟ ରାଜପଥରେ ୪ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ୩ ମୃତ, ଜଣେ ଗୁରୁତର

ଛେଣ୍ଡିପଦା/ବଡ଼କେରା(ଅନୁଗୁଳ): ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍‌ଣ ସମୟରେ ୫୫ ନମ୍ବର ଜାତୀୟ ରାଜପଥର…

ନେତାଜୀ ସ୍କୁଲ ଓ କଲେଜ ଅଫ ନର୍ସିଂର ଏକାଦଶ ବାର୍ଷିକ ଉତ୍ସବ

ଭୁବନେଶ୍ବର : ନେତାଜୀ ସ୍କୁଲ ଓ କଲେଜ ଅଫ ନର୍ସିଂର ଏକାଦଶ ବାର୍ଷିକ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏମ୍ସର ପୂର୍ବତନ ନିର୍ଦ୍ଦେଶକ…