ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ
ଭୁବେନଶ୍ବର : ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଆଡଭାନ୍ସ। ଇଲେକ୍ଟ୍ରି କାର ବା ଦୁଇ ଚକିଆ କିଣିବାକୁ ସରକାର ଦେବେ ଆଡଭାନ୍ସ। ଗ୍ରୁପ୍ ଏ’ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ କିଣିବାକୁ ଆଡଭାନ୍ସ ମିଳିବ। କାର ଦାମର…