ଖେଳୁଖେଳୁ ପରିତ୍ୟକ୍ତ କୂଅରେ ପଡ଼ିଗଲେ ଦୁଇ ଶିଶୁକନ୍ୟା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବୀରମହାରାଜପୁର: ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତ ଶିଶୁକନ୍ୟା ହେଲେ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା (୩ବର୍ଷ…