Spread the love

ଭୁବନେଶ୍ବର :  ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଟଙ୍କା ଲୁଟିଲେ ସାଇବର ଠକ। ଯାହା ଭିତରେ ଅନ୍‌ଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଣ୍ଟ ନାଁରେ ୧.୫୫ କୋଟି ଟଙ୍କା ଠକେଇ ହୋଇଛି। ସେହିପରି ଓଟିପି, କେୱାଇସି ଅପଡେଟ୍‌ ଲିଙ୍କରେ କ୍ଲିକ୍‌ ନାଁରେ ୬୫ ଲକ୍ଷ ଟଙ୍କା ଚଳୁ ହୋଇଛି। ଅନ୍ୟପଟେ ଟେଲିଗ୍ରାମ ବ୍ୟବହାର ଜରିଆରେ ଠକେଇ କରାଯାଉଥିବା ନୂଆ ତରିକା ମଧ୍ୟ ଧରାପଡ଼ିଛି। ଏନେଇ ଆଜି ଭୁବନେଶ୍ୱର ସାଇବାର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ କହିବା ମୁତାବକ, ଅନେକ ଶିକ୍ଷିତ ଲୋକଙ୍କୁ ୱାର୍କ ଫମ୍ ହୋମ୍ ବା ଘରୁ କାମ କରି ରୋଜଗାର କରିବାର ଲୋଭ ଦେଖାଇ ଠକୁଛନ୍ତି ଲୁଟେରା।

Leave a Reply

Your email address will not be published. Required fields are marked *